ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ତନେଇରା ପକ୍ଷରୁ ସାବିତ୍ରୀ ବ୍ରତ ଅଫର, ୨୦% ପର୍ଯ୍ୟନ୍ତ ରିହାତି ପାଇବେ ଗ୍ରାହକ

Published By : Prameya | May 15, 2025 12:53 PM

ଭୁବନେଶ୍ୱର,୧୫/୦୫: ଟାଟା ପ୍ରଡକ୍ଟ  ତନେଇରା ସାବିତ୍ରୀ ବ୍ରତର ଉତ୍ସବ ଭାବନା  ସହିତ ଗ୍ରାହକଙ୍କ ପାଇଁ ଆଣିଛି ସ୍ୱତନ୍ତ୍ର ବଣ୍ଡଲିଂ  ଅଫର । ଏହି ଅଫର୍‌ ମାଧ୍ୟମରେ ଗ୍ରାହକ  ଭୁବନେଶ୍ୱର ଷ୍ଟେସନ ସ୍କୋୟାର୍‌ ଏବଂ କଟକ  ସିଡିଏ ଷ୍ଟୋରରେ ପାଇବେ ଆକର୍ଷଣୀୟ  ରିହାତି । ଦୁଇଟି ପ୍ରଡକ୍ଟ କିଣି ୧୫% ଏବଂ  ୩ କିମ୍ବା ତଦ୍ଦୁଦ୍ଧ୍ୱର୍ ପ୍ରଡକ୍ଟ କିଣି ୨୦% ରିହାତି  ପାଇପାରିବେ । ମେ’ ୧୬ରୁ ୨୬ ଯାଏ ଅଫର୍‌  ଉପଲବ୍ଧ । ଷ୍ଟୋରରେ ଅତି ନିଖୁଣ ଭାବେ  ପ୍ରସ୍ତୁତ ହାତବୁଣା ଡ୍ରେପ୍‌ର ବ୍ୟାପକ ରେଞ୍ଜ୍‌କୁ  ଗ୍ରାହକ ପାଇପାରିବେ । ଗୋଟିଏ ଛାତ ତଳେ  ଭାରତର ୧୦୦ରୁ ଊଦ୍ଧ୍ୱର୍ ବୟନ କ୍ଲଷ୍ଟରରୁ ଶୁଦ୍ଧ  ଏବଂ ପ୍ରାକୃତିକ ଫ୍ୟାବ୍ରିକ୍ସରେ ପ୍ରସ୍ତୁତ ଉତ୍ପାଦ ଗୋଟିଏ ଛାତ ତଳେ ଉପଲବ୍ଧ ।  

ଆଇକନିକ୍‌ କାଞ୍ଜିବରମ ଏବଂ  ବନାରସୀଠାରୁ ଆରମ୍ଭ କରି ବିଳାସପୂର୍ଣ୍ଣ  ବେଙ୍ଗଲ୍‌ ସିଲ୍‌କ, ମୁର୍ସିଦାବାଦ ସିଲ୍‌କ,  ସାଉଥ୍‌ ସିଲ୍‌କ ଏବଂ ଏମ୍ବ୍ରୋଡୋରୀ ସିଲ୍‌କ  କଟନ ଆଦି ତନେଇରାର ସ୍ୱତନ୍ତ୍ର ଉତ୍ପାଦ  ସାବିତ୍ରୀ ବ୍ରତକୁ ଷ୍ଟାଇଲ୍‌ ସହିତ ପାଳନ  କରିବାର ସୁଯୋଗ ପ୍ରଦାନ କରୁଛି। ଓଡ଼ିଶାର ସମସ୍ତ ତନେଇରା ଷ୍ଟୋରରେ ତନେଇରାର  ସିଗ୍‌ନେଚର କଲେକ୍ସନ ଅନ୍ତର୍ଗତ ରେଡି-ଟୁୱେର୍‌ କୁର୍ତ୍ତା ଏବଂ କୁର୍ତ୍ତା ସେଟ୍‌ ଆଦି ଉତ୍ପାଦ ମଧ୍ୟ ଷ୍ଟୋରରେ ଉପଲବ୍ଧ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.