ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବକ୍ସ ଅଫିସରେ 'ସୈୟାରା' ଯାଦୁ,ସପ୍ତାହରେ ୧୭୫ କୋଟି ପାର୍‌

Published By : Anindita Ratha | July 26, 2025 9:25 AM

ମୁମ୍ବାଇ,୨୬/୦୭:  : ବକ୍ସ ଅଫିସରେ ରାଜ୍ କରୁଛି ଫିଲ୍ମ 'ସୈୟାରା' । ଆହାନ ପାଣ୍ଡେ -ଅନିତ ପଡ୍ଡାଙ୍କ ଏହା ଡେବ୍ୟୁ ଫିଲ୍ମ ହୋଇଥିବା ବେଳେ ଫ୍ୟାନ୍ସ ଉଭୟଙ୍କ କେମେଷ୍ଟ୍ରିକୁ ବେଶ ପସନ୍ଦ କରିଛନ୍ତି । ଫିଲ୍ମ ଲୋକଙ୍କ ମନ ଜିତିବା ସହ ବେଶ ପ୍ରଶଂସା ସାଉଁଟୁଛି  । ପ୍ରଥମ ଦିନରୁ ଥିଏଟର ସାମ୍ନାରେ ହାଉସ୍‌ଫୁଲ୍‌ ବୋର୍ଡ ଟଙ୍ଗାଇ ଦେଇଥିବା ଏହି ମ୍ୟୁଜିକାଲ୍‌ ଲଭ୍‌ଷ୍ଟାରୀ ନୂଆ ରେକର୍ଡ କରିଛି । ଗତ ଶୁକ୍ରବାର ମୁକ୍ତିଲାଭ କରିଥିବା ‘ସୈୟାରା’ ଓପ୍‌ନିଂ ଡେ’ ରେକର୍ଡ କରିଥିଲା । ନବାଗତ କଳାକାରଙ୍କ ଫିଲ୍ମର ଓପ୍‌ନିଂ ଡେ’ କଲେକ୍ସନ୍‌ ୨୦ କୋଟି ହେବ ବୋଲି ଦର୍ଶକ ଆଶା କରିନଥିଲେ । ଫିଲ୍ମଟି ଲଗାତାର ୬ ଦିନ ୨୦ କୋଟିରୁ ଅଧିକ କଲେକ୍ସନ୍‌ କଲା ।

ସେହିପରି ଗୁରୁବାର ବି ଜୋର୍‌ଦାର ବ୍ୟବସାୟ ସହିତ ଫିଲ୍ମର ପ୍ରଥମ ସପ୍ତାହ ସଫଳତାର ସହ ଶେଷ ହୋଇଛି । ୮୪ କୋଟି ଟଙ୍କାର ୱିକେଣ୍ଡ୍‌ କଲେକ୍ସନ୍‌ ପରେ ସୋମବାର ବି ବକ୍ସ ଅଫିସ୍‌ରେ ଦମ୍‌ଦାର କଲେକ୍ସନ୍‌ କଲା ‘ସୈୟାରା’ । ସୋମବାର-ମଙ୍ଗଳବାର ଫିଲ୍ମର ବକ୍ସ ଅଫିସ୍‌ କଲେକ୍ସନ୍‌ ଓପ୍‌ନିଂ ଡେ’ କଲେକ୍ସନ୍‌ଠୁ ଅଧିକ ଥିଲା । ବୁଧବାର ପର୍ଯ୍ୟନ୍ତ ଲଗାତାର ୨୦ କୋଟିରୁ ଅଧିକ ବ୍ୟବସାୟ କଲା । ଗୁରୁବାର ଫିଲ୍ମ ୧୯.୫୦ କୋଟି କଲେକ୍ସନ୍‌ କଲା । ଗୋଟିଏ ସପ୍ତାହରେ ଫିଲ୍ମର ମୋଟ୍‌ କଲେକ୍ସନ୍‌ ୧୭୫.୨୫ କୋଟି ଛୁଇଁଛି । ଚଳିତ ବର୍ଷ ଗୋଟିଏ ସପ୍ତାହରେ ସର୍ବାଧିକ ଆୟର ରେକର୍ଡ ଭିକି କୌଶଲଙ୍କ ଫିଲ୍ମ ‘ଛାବା’ ନାଁରେ ରହିଛି, ଯାହାର ପ୍ରଥମ ସପ୍ତାହ କଲେକ୍ସନ୍‌ ୨୨୫ କୋଟିରୁ ଅଧିକ ଥିଲା । ତା’ପରେ ୧୧୩ କୋଟି ସହିତ ୨ୟରେ ଥିଲା ‘ହାଉସ୍‌ଫୁଲ୍‌-୫’ । ଏବେ ୨ୟ ସ୍ଥାନ ହାସଲ କରିଛି ‘ସୈୟାରା’ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.