Men’s Player of the Month; ସଞ୍ଜୁ ସାମସନ ମାର୍ଚ୍ଚ ମାସର ଶ୍ରେଷ୍ଠ ଖେଳାଳି, ବୁମରାଙ୍କୁ ପଛରେ ପକାଇଲେ
ମାର୍ଚ୍ଚ ମାସର ଶ୍ରେଷ୍ଠ ଖେଳାଳି ଭାବେ ଆଇସିସି ପୁରସ୍କାର ପାଇଛନ୍ତି ଷ୍ଟାର ସଞ୍ଜୁ ସାମସନ । ୟର୍କର କିଙ୍କ୍ ଯଶପ୍ରୀତ ବୁମରାଙ୍କୁ ପଛରେ ପକାଇ ଆଇସିସି ପ୍ଲେୟାର ଅଫ୍ ଦି ମାର୍ଚ୍ଚ ହୋଇଛନ୍ତି ।
Published By :
Ankita
- Prameya Bureau |
April 16, 2026 08:44 AM