ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ସରଫରାଜ ଖାନ ଦ୍ବିତୀୟ ଶତକ ଲଗାଇ ରଚିଲେ ଇତିହାସ, ଇରାନୀ କପ୍ ଇତିହାସରେ ପ୍ରଥମ

ନୂଆଦିଲ୍ଲୀ, ୨/୧୦ : କାନପୁରର ଗ୍ରୀନ ପାର୍କରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇ ଟେଷ୍ଟ ମ୍ୟାଚର ସିରିଜର ଦ୍ବିତୀୟ ମ୍ୟାଚ୍ ଲାଗି ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନର ଭାଗିଦାରୀ ହୋଇ ନ ପାରି ପରେ ଟିମରୁ ରିଲିଜ କରାଯାଇଥିବା ସରଫରାଜ ଖାନ ଇତିହାସ ରଚି ଦେଇଛନ୍ତି ।  ସରଫରାଜ ଖାନ ଇରାନୀ କପରେ ମୁମ୍ବାଇ ଲାଗି ଦ୍ବିତୀୟ ଶତକ ଯୋଡ଼ିଛନ୍ତି । ସରଫରାଜ ଖାନ ନିଜ ଦ୍ବିତୀୟ ଶତକ ଲାଗି ୨୫୩ବଲ ସାମ୍ନା କରିଥିଲେ ଏବଂ ସେ ୭୯.୧ର ଷ୍ଟ୍ରାଇକ୍ ରେଟରେ ଖେଳିବାକୁ ଯାଇ ରନ୍ କରିଛନ୍ତି । ସରଫରାଜ ପ୍ରସିଦ୍ଧାଙ୍କ ବଲରେ ସିଙ୍ଗଲ ନେଇ ନିଜ ଦ୍ବିତୀୟ ଶତକ ପୂରା କରିଛନ୍ତି । ଏହାସହ ସରଫରାଜ ଖାନ ଏକ ବଡ଼ ରେକର୍ଡ଼ ବି ନିଜ ନାଁରେ କରିଛନ୍ତି ।

ପ୍ରକାଶ ଯେ, ଇରାନୀ କପ ଇତିହାସରେ ସରଫରାଜ ଖାନଙ୍କ ପୂର୍ବରୁ କୌଣସି ବି ମୁମ୍ବାଇ କ୍ରିକେଟର ଦ୍ବିତୀୟ ଶତକ ଲଗାଇନଥିଲେ । ୧୯୬୦ରେ ଇରାନୀ କପର ଆରମ୍ଭ ହୋଇଥିଲା । ଏହାପରଠାରୁ ମୁମ୍ବାଇ ପ୍ରାୟ ୧୩ଥର ଏହି ତାଜ୍ ନିଜ ନାଁରେ କରି ନେଇଛି।  କିନ୍ତୁ ଏହି ସମୟରେ କୌଣସି ବି ମୁମ୍ବାଇ କ୍ରିକେଟର ଦ୍ବିତୀୟ ଶତକ ଯୋଡ଼ି ପାରିନଥିଲେ। ଏଭଳି କରିବା‌ରେ ସରଫରାଜ ପ୍ରଥମ ମୁମ୍ବାଇ କ୍ରିକେଟର ଅଟନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.