ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମନ୍ନତ ଛାଡ଼ି ଫ୍ୟାନ୍ସଙ୍କ ମଧ୍ୟରେ ପହଞ୍ଚିଲେ ଶାହରୁଖ, ଜବରଦସ୍ତ ଅନ୍ଦାଜରେ ପାଳନ କଲେ ଜନ୍ମଦିନ

Published By : Gurupada Nath | November 2, 2024 10:29 PM

ନୂଆଦିଲ୍ଲୀ,୨/୧୧ : କିଙ୍ଗ୍ ଖାନ ତଥା ବଲିଉଡ଼ର ବାଦଶାହ ଶାହରୁଖ ଖାନ ପ୍ରତ୍ୟେକ ଥର ଭଳି ଏଥର ମନ୍ନତ ବାହା‌ରେ ଦେଖାହୋଇନାହାନ୍ତି । ସବୁ କିଛି ଖାଲି ଖାଲି ପଡ଼ିଥିଲା । ଏହି କାରଣ ତାଙ୍କ ଫ୍ୟାନ୍ସ ଅଟନ୍ତି । ପ୍ରକାଶ ଯେ, କିଙ୍ଗ୍ ଖାନ ଫ୍ୟାନ୍ସଙ୍କ ଏକ ଇଭେଣ୍ଟରେ ସାମିଲ ହୋଇଛନ୍ତି । ଫ୍ୟାନ୍ସ ପ୍ରତ୍ୟେକ ବର୍ଷ ଏସଆରକେଙ୍କ ଜନ୍ମଦିନରେ ସେଲିବ୍ରେଟ କରିବା ଲାଗି ତାଙ୍କ ଲାଗି ଖାସ୍ ଇଭେଣ୍ଟ ରଖିଥାନ୍ତି ।

ଶାହରୁଖ ପ୍ରତ୍ୟେକ ବର୍ଷ ଏହି ଇଭେଣ୍ଟରେ ନିଶ୍ଚିତ ରୂପେ ସାମିଲ ହୋଇଥାନ୍ତି । ଶାହରୁଖ ନିଜ ଘର ମନ୍ନତରୁ ବାହାରି ଫ୍ୟାନ୍ସଙ୍କ ଏହି ଇଭେଣ୍ଟରେ ସାମିଲ ହୋଇସାରିଛନ୍ତି । ଫ୍ୟାନ୍ସ ସୋସିଆଲ ମିଡ଼ିଆରେ ନିଜ ପସନ୍ଦିତା ଷ୍ଟାରକୁ ଦେଖିବା ଲାଗି ଚାହିଁ ରହିଥିଲେ । ଏବେ ଏହି ଇଭେଣ୍ଟର କେତେକ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ଶାହରୁଖ ନିଜ ଫ୍ୟାନ୍ସଙ୍କ ସହ କଥା ହେଉଛନ୍ତି ଏବଂ ମସ୍ତି କରୁଥିବା ଦେଖାଯାଉଛନ୍ତି । ଏହି ଭିଡ଼ିଓ ସାମ୍ନାକୁ ଆସିବା ମାତ୍ରକେ ଫ୍ୟାନ୍ସ ଏହା ଉପରେ ଢେର ସାରା ଭଲ ପାଇବା ଦେଖାଉଛନ୍ତି ଏବଂ କମେଣ୍ଟ ବି କରୁଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.