ଭୁବନେଶ୍ଵର, ୧୮/୦୨ : ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ। ଧାନ ମଣ୍ଡି ପ୍ରସଙ୍ଗରେ ଉଠିଲା ପଡ଼ିଲା ଗୃହ। ନାରାବାଜିରେ କମ୍ପିଲା ବିଧାନସଭା। ଗୃହରେ ଧାନ ରଖି ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ହୋହାଲ୍ଲା। ମୁଣ୍ଡରେ ଧାନ ମୁଣ୍ଡାଇ ଗୃହକୁ ଆସିଲେ ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ। ରିପୋର୍ଟର ଟେବୁଲ ଉପରେ ଧାନ ଥୋଇ କଲେ ପ୍ରତିବାଦ। ଚଲାଇ ଦେଲେନି ଗୃହ। ସାଢେ ୧୧ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି।
ଏହି କବରଟିକୁ ପଢନ୍ତୁ- ୧୦ ବର୍ଷରେ ୫୭୨ ବନ୍ଦୀଙ୍କର ଅକାଳ ମୃତ୍ୟୁ; ମ୍ୟାଲେରିଆ, ହୃଦ୍ରୋଗ, କିଡ୍ନୀ ରୋଗରେ ଯାଇଛି ଅଧିକ ଜୀବନ