ପ୍ରମୂଖ ଖବର
  • ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଅପରାଧିକ ତଥ୍ୟ ମାଗିଲେ ହାଇକୋର୍ଟ, ସତ୍ୟପାଠ ଦାଖଲ କରିବେ ଦୀପାଳି
  • ||
  • ଓଡ଼ିଶାର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ , ନିଯୁକ୍ତି ଦେଲେ ରାଷ୍ଟ୍ରପତି
  • ||
  • ଆନନ୍ଦପୁର : ପାଣି ପାଇଁ ରାସ୍ତାରୋକ, ସମସ୍ୟାର ସମାଧାନ ନହେଲେ ରାସ୍ତାରୁ ନହଟିବାକୁ ଚେତାବନୀ
  • ||
  • ବ୍ରହ୍ମପୁର : ଏକାଧିକ ବେଆଇନ୍‌ ହୁକ୍କା ବାର୍‌ରେ ପୋଲିସର ଚଢାଉ, ୭ ମାମଲା ରୁଜୁ କରି ତଦନ୍ତ ଆରମ୍ଭ
  • ||
  • ବାର୍‌ ଡ୍ୟାନ୍ସ କଟକଣା ମାମଲା: ଜବାବ ରଖିଲେନି ସରକାର, ୨୪ରେ ଚୂଡ଼ାନ୍ତ ଶୁଣାଣି
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ
  • ||
  • ଉଦଳା : ସରକାରୀ ଚାକିରି ନାଁରେ ଠକେଇ କରୁଥିଲେ ଶିକ୍ଷକ, ୩ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚେନ୍‌ ସ୍ନାଚର୍‌ଙ୍କ ଆତଙ୍କ: ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଲୁଟ୍‌, ସିସିଟିଭି ଯାଞ୍ଚ କରୁଛି ପୋଲିସ
  • ||
  • ଉମରକୋଟରେ ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡି, ଡ୍ରାଇଭର ମୃତ, ୬ ଗୁରୁତର ହସ୍ପିଟାଲରେ ଭର୍ତ୍ତି
  • ||
  • ଅନ୍ତର୍ଜାତୀୟ ବନ ଦିବସ: ଜଳୁଛି ଜଙ୍ଗଲ, ଥମୁନି ବନ୍ୟଜନ୍ତୁ ଶିକାର
  • ||
  • ଖରା ଯୋଗୁଁ ବଦଳିଲା ସମୟ, ଆଜିଠୁ ସକାଳୁଆ ସ୍କୁଲ: ପ୍ରଥମରୁ ଦ୍ୱାଦଶ ସାଢ଼େ ୬ରୁ ସାଢ଼େ ୧୦ ପାଠପଢ଼ା
  • ||
  • ତାତିରୁ ମିଳିବ ଆଶ୍ୱସ୍ତି: ଆଜି ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ତମନ୍ନା ଭାଟିୟା- ବିଜୟ ବର୍ମାଙ୍କ ହେଲା ବ୍ରେକଅପ୍, ଜାଣନ୍ତୁ କେତେ ସତ …

Published By : Prameya | March 4, 2025 7:13 PM

ମୁମ୍ବାଇ, ୪/୩ : ତମନ୍ନା ଭାଟିୟା ଏବଂ ବିଜୟ ବର୍ମାଙ୍କ ଫ୍ୟାନ୍ସଙ୍କ ଲାଗି ଖରାପ ଖବର । ରିପୋର୍ଟ୍ସ ଅଛି କି ଉଭୟଙ୍କ ବ୍ରେକଅପ୍ ହୋଇଯାଇଛି । ସେମାନେ ସାଙ୍ଗ ଭଳି ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଉଭୟେ ନିଜ ଇଷ୍ଟାଗ୍ରାମରେ ଜଣେ ଅନ୍ୟ ଜଣଙ୍କ ଫଟୋ ହଟାଇ ଦେଇଛନ୍ତି । ମାତ୍ର ତମନ୍ନା ଏବଂ ବିଜୟ ଅଫିଶିଆଲ କିଛି ଘୋଷଣା କରିନାହାନ୍ତି ।

ତମନ୍ନା ଭାଟିୟା ଏବଂ ବିଜୟ ବର୍ମା ବହୁ ଲୋକପ୍ରିୟ କପୁଲ ଥିଲେ । ସେ ନିଜ ସମ୍ପର୍କକୁ ଅଫିଶିୟାଲ କରି ଦେଇଥିଲେ । ଡିସେମ୍ବର ୨୦୨୨ରେ ଉଭୟଙ୍କ ଆଫେୟରର ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଗୋଆର ପାର୍ଟିରୁ ତାଙ୍କର ଭିଡ଼ିଓ ଭାଇରାଲ ହୋଇଥିଲା । ଏଥିରେ ଉଭୟେ କିସ୍ କରୁଥିବାର ନଜର ଆସିଥିଲେ । ସୋସିଆଲ ମିଡ଼ିଆରେ ତାଙ୍କର ଏହି ଭିଡ଼ିଓ ଖୁବ୍ ଚର୍ଚ୍ଚାରେ ଆସିଥିଲା । 

ଏହି ସମୟରେ ଉଭୟେ ଓ୍ବେବ ଲଷ୍ଟ ଷ୍ଟୋରିଜରେ କାମ କରୁଥିଲେ । ଉଭୟଙ୍କୁ ଏକାସାଥିରେ କେତେକ ଥର ସ୍ପଟ୍ ବି କରାଯାଇଥିଲା । ବିଜୟ ବର୍ମା ତମନ୍ନା ଭାଟିୟାଙ୍କ ବର୍ଥଡେ ସେଲିବ୍ରେଶନରେ ବି ପହଞ୍ଚିଥିଲେ । ଏହାପରେ ସେମାନେ ଏକ ଇଭେଣ୍ଟରେ ଜଣେ ଅନ୍ୟ ଜଣଙ୍କ ହାତ ଧରିଥିବା ନଜର ଆସିଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.