ପ୍ରମୂଖ ଖବର
  • ବ୍ରହ୍ମପୁର, : ଲାଞ୍ଜିପଲ୍ଲୀ ଜେଲ ଗେଟ୍ ନିକଟରୁ ୩ ବୋମା ଜବତ
  • ||
  • କୋଏଲ ନଦୀରେ ବୁଡି ଛାତ୍ର ମୃତ
  • ||
  • ଭିଜିଲାନ୍ସ ଜାଲରେ ପୁଣି ଜଣେ ଯନ୍ତ୍ରୀ, ୧୦ ହଜାର ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସଙ୍କୁ ଧରିଲା ଭିଜିଲାନ୍ସ ଟିମ୍
  • ||
  • ଆସନ୍ତା ୧୯ରୁ ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ, ୮ ଦିନ ବସିବ ଅବକାଶକାଳୀନ ଅଦାଲତ
  • ||
  • ଆସନ୍ତା ୩୧ରେ ଆଇଟିଆଇ ନାମଲେଖା ଆବେଦନ ଶେଷ, ଜୁନ୍‌ ୬ରେ ପ୍ରଥମ ମେଧା ତାଲିକା
  • ||
  • ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ରାଜନୀତି, ୩୦ରେ ଆସ୍ଥା ପ୍ରମାଣିତ କରିବେ ରୋଜି
  • ||
  • ଯାଜପୁରରେ ଟାଟା କରିବ ୬୩ ହଜାର କୋଟିର ପ୍ରକଳ୍ପ, ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି
  • ||
  • କନ୍ଧମାଳ : ଗାଧେଇବା ବେଳେ ଅଘଟଣ, ପୋଖରୀରେ ବୁଡି ଶିଶୁ ମୃତ
  • ||
  • କେନ୍ଦୁଝର : ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ପାଇଁ ସ୍ଥାନୀୟଲୋକଙ୍କ ଦାବି
  • ||
  • Operation Sindoor; ଖୋଲିବ ପାକିସ୍ତାନ ପୋଲ୍, ୭ ସାଂସଦଙ୍କୁ ନେଇ ସର୍ବଦଳୀୟ ଟିମ୍‌ ଗଠନ
  • ||
  • ନୂଆପଡ଼ା: ଜୁଆ ଆଡ୍ଡା ଉପରେ ଚଢ଼ାଉ ବେ​‌ଳେ​‌ ୧୫ ଗିରଫ, ୨୭ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ବରଗଡ଼: ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • ଗଞ୍ଜାମ : ସିନ୍ଦୂରାପଲ୍ଲୀରେ ବୁଲିଲା ଖଣ୍ଡା ଏବଂ ଠେଙ୍ଗା, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ: ବିସ୍କୁଟ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, କୋଟିଏ ଟଙ୍କାର କ୍ଷୟକ୍ଷତି, ବହୁ ଅତ୍ୟାଧୁନିକ ମେସିନ୍ ପୋଡ଼ି ପାଉଁଶ
  • ||
  • ଉପକୂଳରେ କଲବଲ କରୁଛି ଅସମ୍ଭାଳ ଗୁଳୁଗୁଳି, ୫ ଦିନ ଯାଏଁ ନିସ୍ତାର ନାହିଁ
  • ||
  • ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • କଟକ : ଧାନ ବିଲକୁ ଯାଇଥିଲେ ବୃଦ୍ଧ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
  • ||
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||

୧୦୦ କି.ମି ଭିତରେ ଶତ୍ରୁକୁ କରାଗଲା ନିପାତ, ସ୍ୱାଧୀନତା ପରେ ଏମିତି ପ୍ରଥମ ଥର : ଅମିତ ଶାହ

Published By : Prameya | May 17, 2025 9:47 PM

ଗାନ୍ଧୀନଗର : କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଏକ ଜନସଭାକୁ ସମ୍ୱୋଧିତ କରି ପାକିସ୍ତାନ ଉପରେ ଭାରତର ସେନା କାର୍ଯ୍ୟକ୍ରମକୁ ନେଇ ଦେଇଛନ୍ତି ବଡ଼ ବୟାନ। ସେ କହିଛନ୍ତି ଯେ ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆତଙ୍କବାଦକୁ ଦୃଢ ଜବାବ ଦେଇଛନ୍ତି ଏବଂ ପ୍ରଥମ ଥର ସ୍ୱାଧୀନତା ପରେ ଏମିତି ହୋଇଛି ଯେ, ଯେବେ ଭାରତୀୟ ସେନା ପାକିସ୍ତାନ ଭିତରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ପଶି ଆତଙ୍କୀ ଠିକଣା ଧ୍ୱଂସ ବିଧ୍ୱଂସ କରି ଦେଇଛି।

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି , ଯେବେ ଠାରୁ ପ୍ରଧାନମନ୍ତ୍ରୀ ମୋଦି ଶାସନ ସମ୍ଭାଳିଛନ୍ତି, ସେବେ ଠାରୁ ଆତଙ୍କବାଦୀ ହମଲାର ଏମିତି ଜବାବ ଦିଆ ଯାଇଛି ଯେ, ପୂରା ଦୁନିଆ ଆଶ୍ଚର୍ଯ୍ୟ ଏବଂ ପାକିସ୍ତାନ ବିଚଳିତ ହୋଇଛି। ଏହି ଥର ଅପରେସନ ସିନ୍ଦୂର ଅନୁସାରେ , ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତୈୟବା ଭଳି ଆତଙ୍କୀ ସଙ୍ଗଠନର ହେଡକ୍ୱାଟର ଧ୍ୱଂସ କରି ଦିଆ ଯାଇଛି। 

୧୦୦ କିଲୋମିଟର ଭିତରେ ଶତ୍ରୁ ନିପାତ : ଅମିତ ଶାହ 

ସେ ଆହୁରି କହିଛନ୍ତି ଯେ, ଭାରତୀୟ ସେନା ମୋଟ ୯ଟି ଏମିତି ଠିକଣାକୁ ଧ୍ୱଂସ କରିଛି , ଯେଉଁଠି ଆତଙ୍କୀଙ୍କ ଟ୍ରେନି ହେଉଥିଲା ଏବଂ ଯାହା ସେମାନଙ୍କର ଲୁଚିବା ସ୍ଥାନ ଥିଲା। ଶାହ କହିଛନ୍ତି , ଆମର ସେନା ଆତଙ୍କୀଙ୍କୁ ଏମିତି ଜବାବ ଦେଇଛି ଯେ , ୧୦୦ କିଲୋମିଟର ଭିତର ପର୍ଯ୍ୟନ୍ତ ଯାଇ ତାଙ୍କର ଶିବିରକୁ ଧ୍ୱଂସ କରି ଦେଇଛନ୍ତି। 

ପାକ୍‌ର ପରମାଣୁ ଧମକରେ ଶାହଙ୍କ ଆକ୍ରମଣ – ପାକିସ୍ତାନର ପରମାଣୁ ଧମକକୁ ନେଇ ମଧ୍ୟ ଶାହ ଦୃଢ ଜବାବ ଦେଇଛନ୍ତି। ସେ କହିଛନ୍ତି , ଯିଏ ଆମକୁ ପରମାଣୁର ଧମକ ଦେଉଥିଲେ ,ସେମାନେ ଭାବୁଥିଲେ ଯେ ଭାରତ ଡ଼ରି ଯିବ। କିନ୍ତୁ ଆମର ସେନା , ନୌସେନା ଓ ବାୟୁସେନା ତାଙ୍କୁ ଏମିତି ଜବାବ ଦେଲେ ଯେ, ଏବେ ପୂରା ଦୁନିଆ ଆମର ଧୈର୍ଯ୍ୟ ଓ ପିଏମ୍‌ ମୋଦିଙ୍କ ନେତୃତ୍ୱ କ୍ଷମତାର ପ୍ରଶଂସା କରୁଛି।

ଶାହ ଭାରତୀୟ ସେନାର ପରାକ୍ରମକୁ ସଲାମ କରି କହିଛନ୍ତି କି, ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ ରାଜନୀତିକ ଇଚ୍ଛାଶକ୍ତି ଓ ସେନାର ବାହାଦୂରୀର ଫଳ ଯେ, ଏବେ ଭାରତ କେବଳ ଜବାବ ଦେବ ନାହିଁ, ବରଂ ପୂର୍ବରୁ ପ୍ରସ୍ତୁତି କରି ଶତ୍ରୁକୁ ଉଚିତ୍‌ ଶିକ୍ଷା ଦେବ।   

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.