ଭୁବନେଶ୍ବର, ୧୬/୮ : ତୃତୀୟ ଲିଙ୍ଗିଙ୍କ ପାଇଁ ରହିବ ସ୍ବତନ୍ତ୍ର କ୍ୟାଟେଗୋରୀ। ସବୁ ବିଭାଗକୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗ ପକ୍ଷରୁ ଚିଠି । ପୁରୁଷ ଓ ମହିଳାଙ୍କ ପରି ତୃତୀୟ ଲିଙ୍ଗିଙ୍କ ପାଇଁ ଆବେଦନରେ ବ୍ୟବସ୍ଥା ପ୍ରସ୍ତାବ ରହିଛି। ନିଯୁକ୍ତି ଜନିତ ଆବେଦନ ଫର୍ମରେ ତୃତୀୟ ଲିଙ୍ଗିଙ୍କ ପାଇଁ ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଅଫ୍ଲାଇନ୍ ହେଉ ବା ଅନ୍ଲାଇନ୍ ପୁରୁଷ/ମହିଳା/ତୃତୀୟ ଲିଙ୍ଗି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଉପରାଷ୍ଟ୍ରପତି ନିର୍ବାଚନ; ଅଗଷ୍ଟ ୧୭ରେ ବିଜେପି ବୈଠକ,...