ପ୍ରମୂଖ ଖବର
  • ରିଆମାଳ : ଦୁର୍ଘଟଣା ଘଟଣା ବଦଳି ହେଲା ହତ୍ୟା, ଯୁବକ ଗିରଫ
  • ||
  • ଆମ୍ୱ ଟାକୁଆ ଖାଇ ମୃତ୍ୟୁ ଘଟଣା, ତଦନ୍ତ ପରେ ଜଣାପଡିବ ପ୍ରକୃତ କାରଣ: ସ୍ୱାସ୍ଥ୍ୟ ମନ୍ତ୍ରୀ
  • ||
  • କନ୍ଧମାଳ : କାର୍‌ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଯାଜପୁର : ମାଟି ତଳେ ଚାପି ହୋଇ ପ୍ରାଣ ହରାଇଲା ୮ ବର୍ଷର ଶିଶୁକନ୍ୟା, ବାପା ଗୁରୁତର
  • ||
  • ବୌଦ୍ଧ : ଦାମୀ କାର୍‌ରେ ଗଞ୍ଜେଇ ଚାଲାଣ; ୪ ଗିରଫ, ୨୩ କେଜି ଗଞ୍ଜେଇ ଜବତ
  • ||
  • ଜୟପୁର : ନ୍ୟୁ ବାସବୀ ଜୁଏଲାରି ମାଲିକଙ୍କ ମୃତ୍ୟୁ, ୨ ଦିନ ପୂର୍ବରୁ ହୋଇଥିଲା ଜିଏସ୍‌ଟି ରେଡ୍‌
  • ||
  • କେନ୍ଦୁଝରରେ ହାତୀପଲଙ୍କ ଉପଦ୍ରବ, ବିଲରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ଦିଗପହଣ୍ଡିରେ ଘର ଉପରକୁ ବୋମା ମାଡ଼, ଅଞ୍ଚଳବାସୀ ଭୟଭିତ
  • ||
  • ଆଜି ଶ୍ରୀମନ୍ଦିରରେ ଦୀପାବଳି ପାଳନ ହେବ ନୀତି, କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବେ ଭକ୍ତ
  • ||
  • ଦାରିଙ୍ଗବାଡି : ଆମ୍ବ ଟାକୁଆ ଜାଉ ଖାଇ ୨ମୃତ, ୬ ଗୁରୁତର
  • ||
  • ନୀଳଗିରି: ଖୋଲିଲା କୁଳଡିହା ଅଭୟାରଣ୍ୟ, ନେଚର୍ସକ୍ୟାମ୍ପରେ ପ୍ରକୃତିର ମଜା ନେଇପାରିବେ ପର୍ଯ୍ୟଟକ
  • ||
  • ଭୂକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସେଲ୍‌ରେ ତୀବ୍ରତା ୩.୩ ରେକର୍ଡ
  • ||
  • ପଟ୍ଟାମୁଣ୍ଡାଇ : କଇଁଛ ବଂଶ ବିସ୍ତାର ପାଇଁ ବନ ବିଭାଗର ପଦକ୍ଷେପ, ସାତ ମାସ ପାଇଁ ସମୁଦ୍ରରେ ମାଛ ଧରା ବନ୍ଦ
  • ||
  • ଭୁବନେଶ୍ବର : ଦୀପାବଳିରେ ଅଗ୍ନିକାଣ୍ଡ; ଭୂତଳ ବଜାରର ଶାଢୀ ଦୋକାନରେ ଲାଗିଲା ନିଆଁ, ୬ ଘଣ୍ଟା ପରେ ହେଲା ଆୟତ୍ତ
  • ||
  • ନିଜ ଗାଁ ବନ୍ଦଣା ପର୍ବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ; ଗାଁ ଧିଂ ମାନିରେ ସାମିଲ ହେଲେ, ମାଦଲ ବଜାଇଲେ
  • ||

ବାଘୁଣୀ ନାଁ ରଖାଗଲା ଯମୁନା, ମହାରାଷ୍ଟ୍ରରୁ ଅଣାଯାଇଛି ଶିମିଳିପାଳ

ଭୁବନେଶ୍ବର, ୨୮।୧୦ : ମହାରାଷ୍ଟ୍ରରୁ ଶିମିଳିପାଳ ଆସିଥିବାର ବାଘୁଣୀର  ନାଁ  ରଖାଯାଇଛି।  ବାଘୁଣୀର ନାମ ଯମୁନା ରଖାଯାଇଛି ବୋଲି ପିସିସିଏଫ  ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। 

ମହାରାଷ୍ଟ୍ରର ତଡବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଶିମିଳିପାଳକୁ ଗୋଟିଏ ଅଢେଇ ବର୍ଷର ବାଘୁଣୀ ରବିବାର ଅଣାଯାଇଛି  । ଏହି ବାଘୁଣୀକୁ ଆଣିବାକୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଏକ ସ୍ୱତନ୍ତ୍ର ଟିମ୍‌ ଗତ ୨୦ ତାରିଖରେ  ମହାରାଷ୍ଟ୍ର ଯାଇଥିଲେ । ଗତକାଲି ବାଘୁଣୀ ଧରାହେବା ପରେ ଆଇନ କାନୁନ ଅନୁଯାୟୀ ସମସ୍ତ କାଗଜପତ୍ର ହେବା ପରେ ଏହାକୁ ଶିମିଳିପାଳକୁ ଅଣାଯାଇଥିବା ନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡଃ ପ୍ରକାଶଚାନ୍ଦ ଗୋଗୀନେନୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ।  ସୋମବାର ବଡିଭୋରରୁ ଏନକ୍ଲୋଜରରେ  ବାଘୁଣୀକୁ ଛଡାଯାଇଛି । କିଛିଦିନ ଅହରହ ନିରୀକ୍ଷଣରେ ରହିବା ପରେ ଜଙ୍ଗଲର କୋର୍‌ ଏରିଆରେ ବାଘୁଣୀକୁ ଛଡାଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.