ଭୁବନେଶ୍ୱର ୦୧/୧୨: ଆଜି ସର୍ବ ଭାରତୀୟ ଡିଜି ଆଇଜି ସମ୍ମିଳନୀର ତୃତୀୟ ଦିନ I ଶେଷ ଦିନରେ ସାଇବର ଅବରାଧ ଠାରୁ ଆରମ୍ଭ କରି ତଟ ସୁରକ୍ଷା ଏବଂ ମାଓ ମୁକାବିଲା ନେଇ ପ୍ରସ୍ତୁତ ହୋଇପାରେ ରୋଡମ୍ୟାପ୍। ଏହି ସମ୍ମିଳନୀର ଉଦଯାପନୀ ଉତ୍ସବରେ ଉପସ୍ଥିତ ରହିବେ ପିଏମ୍ ମୋଦି, ଗୃହ ମନ୍ତ୍ରୀ ଅମିତ ସାହା ଏବଂ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ। ସେପଟେ ପନ୍ନୁ ଆତଙ୍କୀର ଧମକ ପରେ ରାଜଧାନୀର ଛକରୁ ଛକରେ ନାକା ବ୍ଲକିଂ ଆଉ ଚେକିଂ।