ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଲେବାନନରେ ଇସ୍ରାଏଲର ହମଲା, ଏକାଧିକ ଟନେଲ ନଷ୍ଟ

Published By : Anindita Ratha | October 12, 2024 8:57 AM

ନୂଆଦିଲ୍ଲୀ,୧୨/୧୦:  ଦକ୍ଷିଣ ଲେବାନନ ଉପରେ ଇସ୍ରାଏଲର  ହମଲା। ଆତଙ୍କୀ ସଂଗଠନ ହିଜବୁଲ୍ଲାର ଠିକଣାଗୁଡିକୁ ଖୋଜି ଖୋଜି ଧ୍ଵସ କରୁଛି ଇସ୍ରାଏଲ। ଇସ୍ରାଏଲକୁ ଟାର୍ଗେଟ କରି ରଖାଯାଇଥିବା ମିସାଇଲ ଏବଂ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ନଷ୍ଟ କଲା ଆଇଡିଏଫ। ହିଜବୁଲ୍ଲାର ଅନେକ ଟନେଲକୁ ଖୋଜି ଧ୍ଵସ କରିଛନ୍ତି ଇସ୍ରାଏଲ ସେନା। ଇସ୍ରାଏଲ ସୀମାନ୍ତ ଅଂଚଳରେ ଏଭଳି ଅନେକ ଟନେଲ ଠାବ । ଏଭଳି ଅନେକ ନଷ୍ଟ କରାଯାଇଥିବା ଟନେଲକୁ ନଷ୍ଟ କରିଛି ଇସ୍ରାଏଲ। ରକେଟ ଓ ମିସାଇଲ ମାଡ଼ କରିଛି ଇସ୍ରାଏଲ। 

ଅନ୍ୟପଟେ ଇସ୍ରାଏଲ ଟାର୍ଗେଟର ଶିକାର ହୋଇଛନ୍ତି ଦକ୍ଷିଣ ଲେବାନନରେ ମୁତୟନ ଜାତିସଂଘର ଶାନ୍ତି ସେନା। ଶାନ୍ତିସେନା ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛି ଭାରତ। ଦକ୍ଷିଣ ଲେବାନରେ ହିଜବୁଲ୍ଲାକୁ ଟାର୍ଗେଟ କରି ଇସ୍ରାଏଲ କରୁଥିବା ଆକ୍ରମଣ ଦ୍ୱାରା ଶାନ୍ତିସେନା ପ୍ରଭାବିତ ହୋଇଛି ବୋଲି କହିଛି ଭାରତ। ଜାତିସଂଘର ଲେବାନନରେ ଶାନ୍ତି ସ୍ଥାପନ ପାଇଁ ଚାଲିଥିବା ମିଶନରେ ୬୦୦ ଭାରତୀୟ ସୈନ୍ୟ ରହିଛନ୍ତି। ସେମାନେ ଇସ୍ରାଏଲ-ଲେବାନନ ସୀମାକୁ ଲାଗି ଥିବା ୧୨୦ କିଲୋମିଟର  ବ୍ଲୁ ଲାଇନରେ ମୁତୟନ ହୋଇଛନ୍ତି। ଏବେ ଇସ୍ରାଏଲ ସେଠାରେ ଆକ୍ରମଣ କରୁଥିବାରୁ ଭାରତୀୟ ସୈନ୍ୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.