କଟକ , ୮/୧୨ : ଡ୍ରେନ୍ କାମବେଳେ ଜଣେ ଶ୍ରମିକ ମୃତ, ୨ ଗୁରୁତର । ବିଡ଼ାନାସୀ ଛକରେ ସିଏମସିର ଡ୍ରେନ୍ କାମ ବେଳେ ଘଟିଛି ଏହି ଅଘଟଣ । ଡ୍ରେନ୍ କାମବେଳେ କାନ୍ଥ ଭୁଶୁଡ଼ି ଚାପି ହୋଇଗଲେ ୩ଶ୍ରମିକ । ଜଣଙ୍କ ମୃତଦେହ ଉଦ୍ଧାର, ୨ ଗୁରୁତର ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ।