ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଓ୍ବାକଫ୍ ନାଁରେ କବଜା କରାଯାଇଥିବା ଜମି ଫେରାଇ ନିଆଯିବ, ଆଗାମୀ ପ୍ଲାନ ବିଷୟରେ କହିଲେ ସିଏମ୍ ଯୋଗୀ

Published By : Harapriya Biswal | April 5, 2025 6:35 PM

ନୂଆଦିଲ୍ଲୀ,୫।୪: ମୁଖ୍ୟମନ୍ତ୍ରୀ  ଯୋଗୀ ଆଦିତ୍ୟନାଥ ସଂସଦରେ ପାସ୍ ହୋଇଥିବା ଓ୍ବାକଫ୍ ସଂଶୋଧନ ଅଧିନିୟମକୁ ନେଇ ଆଗାମୀ ପ୍ଳାନ ବିଷୟରେ ସୂଚନା ଦେଇଛନ୍ତି। ମହାରାଜଗଞ୍ଜରେ ଯୋଗୀ କହିଛନ୍ତି, ଲକ୍ଷାଧିକ ଏକର ଜମି ଓ୍ବାକଫ୍ ବୋର୍ଡର ନାଁରେ କବଜା କରି ନିଆଯାଇଛି। ଅଳ୍ପ କିଛି ଲୋକଙ୍କୁ ଲୁଟ୍‌ର ମାଧ୍ୟମ  ହୋଇଯାଇଥିଲା। ଏହାକୁ ନେଇ ଏବେ ସମ୍ପୂର୍ଣ୍ଣ ଭାବରେ ଲଗାମ ଲଗାଇ ଦିଆଯିବ। ଏହି ସବୁ ଜମିକି ଫେରାଇ ନିଆଯିବ। ଏ ସବୁକୁ ମଧ୍ୟ ସାର୍ବଜନୀନ କରାଯିବ। ସେଥିରେ ସ୍କୁଲ, ହସ୍ପିଟାଲ, କଲେଜ ଓ ମେଡିକାଲ କଲେଜ ତିଆରି କରାଯିବ।

ସିଏମ୍ ଯୋଗୀ ମହାରାଜଗଞ୍ଜରେ ନୌତନଭା ବ୍ଲକର ରତନପୁରରେ ଦେଢ ଶହ କୋଟି ମୂଲ୍ୟରେ ତିଆରି ରୋହିନ ବ୍ୟାରେଜ୍‌କୁ ଲୋକାର୍ପଣ କରିବା ପରେ ଲୋକଙ୍କୁ ସମ୍ବୋଧିତ କରିଥିଲେ। ସେ ଗତ ସରକାର ଉପରେ ଟାର୍ଗେଟ କରି କହିଥିଲେ, ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ଦାୟିତ୍ବ ନେଇଥିବା ସରକାର ପାଖରେ ନିଜର ପେଟ ଭରିବା ଛଡା ଅନ୍ୟ କିଛିର ଫୁରସତ୍ ନଥିଲା।  

ଯୋଗୀ କହିଛନ୍ତି ଆଗାମୀ ୩ ବର୍ଷରେ ୟୁପିରୁ ଗରିବି ଶେଷ ହେବ। ‘ଗରିବ ଶୂନ୍ୟ ଲକ୍ଷ୍ୟକୁ ପୂରଣ କରି ଉତ୍ତର ପ୍ରଦେଶକୁ ଦେଶରେ ଅର୍ଥବ୍ୟବସ୍ଥା ମାମଲାରେ ଏକ ନମ୍ବର ରୂପରେ ସ୍ଥାପିତ କରିବୁ। ପୂର୍ବତନ ସରକାର ପ୍ରତି ଜିଲ୍ଲାରେ ଗୋଟିଏ ମାଫିଆ ପାଳିକି ରଖିଥିଲେ। ଏବେ ଆମେ ସେହି ମାଫିଆଙ୍କ ଜାଗାରେ ଗୋଟିଏ ଗୋଟିଏ ମେଡିକାଲ କଲେଜ ତିଆରି କରିଛୁ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.