ଜଗତପୁର,୧୨/୩: କଟକ ଜଗତପୁର ଗୋଲେଇ ଛକରେ ଯୁବକଙ୍କୁ ଛୁରାମାଡ଼। ପଣ୍ଡା ବ୍ରଦରରେ କାର୍ଯ୍ୟରତ ଜଣେ ଯୁବକକୁ ପରକ୍ରୀୟା ପ୍ରୀତି ଅଭିଯୋଗରେ ଛୁରାମାଡ଼ ହୋଇଛି । ଆହତ ଅବସ୍ଥାରେ କର୍ମଚାରୀମାନେ ଯୁବକକୁ ଉଦ୍ଧାର କରି ସଦ୍ ଗୁରୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଆହତ ଯୁବକଙ୍କ ନାମ ସଞ୍ଜୀବ ଶୁକ୍ଳା ବୋଲି ଜଣାପଡିଛି। ଯୁବକ ଙ୍କୁ ତାଙ୍କ ପରିବାର ଲୋକେ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଖବରପାଇ ଜଗତପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଆହୁରି ପଢନ୍ତୁ-ଆଇଏଏସ ଅକବରମ୍ ସସ୍ୟ ରେଡ୍ଡି BMeC ଆୟୁକ୍ତ, IAS ଅକ୍ଷୟ ପିଲ୍ଲେ ପାରାଦୀପର ଅତିରିକ୍ତ ମାଜିଷ୍ଟ୍ରେଟ୍