ପ୍ରମୂଖ ଖବର
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ବ୍ରେନ୍‌କୁ ରିଭର୍ସ ଏଜିଙ୍ଗ କରିଥାଏ ଧ୍ୟାନ, ହାବାର୍ଡ଼ ରିସର୍ଜର ଦାବି

Published By : Ankita S | May 21, 2025 3:04 PM

Image-Financialexpress

ନୂଆଦିଲ୍ଲୀ,୨୧/୦୫: ଯୋଗ ରୋଗ ମୁକ୍ତ କରେ । ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଏକ ମହୋଷଧି ପରି କାମ କରିଥାଏ । ବୟସ ବଢିବା ସାଙ୍ଗକୁ ଭୁଲାପଣ ବଢିଥାଏ  । ବୟସ୍କ ଲୋକଙ୍କ ସ୍ମରଣଶକ୍ତି କମିଥାଏ । ହେଲେ ଯୋଗ ଓ ଧ୍ୟାନ କରିବା ଦ୍ୱାରା ବ୍ରେନ୍‌ ରିଭର୍ସ ଏଜିଙ୍ଗ ହୋଇଥାଏ ବୋଲି ଦାବି କରିଛି ହାବାର୍ଡ଼ ।

ବୟସ ବଢ଼ିବା ସାଙ୍ଗକୁ ଶାରୀରିକ ସମସ୍ୟା ଦେଖାଦିଏ । ବିଶେଷ କରି ଭୁଲିବା ସମସ୍ୟା ଉପୁଜିଥାଏ । ଏହା ଏକ ସାଧାରଣ କଥା । ବର୍ତ୍ତମାନ ଲୋକମାନେ ଏତା ଚାପରେ ରହିଛନ୍ତି କି କମ୍ ବୟସରୁ ବି ମେମୋରି ଲସ୍‌ ହୋଇଥାଏ । ଜିନିଷରେ ଠିକ୍ ଭାବେ ଫୋକସ୍ କରି ପାରନ୍ତି ନାହିଁ । ମନେ ରହେ ନାହିଁ । ସ୍ମରଣଶକ୍ତି କମିଯାଏ । ଏକାଧିକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ହାବାର୍ଡ ୟୁନିଭର୍ସିଟି ଦାବି କରିଛି କି ମେଡି଼ଟେସନ୍ ଦ୍ୱାରା ବ୍ରେନ୍ ରିଭର୍ସ ଏଜିଙ୍ଗ ହୋଇଥାଏ ।

ଯଦି ଆପଣଙ୍କ ସହ ଭୁଲିବାର ସମସ୍ୟା ହେଉଛି ତେବେ ଯୋଗ କରି ଏହି ସମସ୍ୟାରୁ ମୁକୁଳିପାରିବେ । ହାବାର୍ଡ ୟୁନିଭର୍ସିଟି ଏହି ସମସ୍ୟାର ସମାଧାନ ବାଟ ବାହାର କରିଛି । ହାବାର୍ଡ ୟୁନିଭର୍ସିଟିର ବୈଜ୍ଞାନିକ କରିଥିବା ରିସର୍ଜରୁ ବାହାରିଥିବା ପରିଣାମରୁ ଜଣା ପଡିଛି କି ମେଡିଟେସନ୍ ଦ୍ୱାରା ବ୍ରେନ୍ ରିଭର୍ସ ଏଜଙ୍ଗ ହେବ । ଅର୍ଥାତ ଆପଣଙ୍କ ସଠିକ୍ ବୟସରୁ ଆପଣ ୫.୯ ବର୍ଷ ଛୋଟ ଲାଗିବେ । ମସ୍ତିଷ୍କର ଦ୍ରୁତ ବିକାଶ ହେବ । ସଦଗୁରୁଙ୍କ ଦ୍ୱାରା ଏହି ଗବେଷଣା ହୋଇଛି । ଧ୍ୟ୍ୟାନ କାର୍ଯ୍ୟକ୍ରମ 'ସମୟମା ସାଧନା' ଦ୍ୱାରା ହୋଇଛି । ଏହା ୮ ଦିନ ଧରି ଚାଲିଥିଲା । ଏଥିରେ ଭାଗ ନେବା ପୂର୍ବରୁ ୪୦ ଦିନ ଯାଏ ପ୍ରସ୍ତୁତି କରିବାକୁ ପଡିଥିଲା ।

ଅଧିକ ପଢନ୍ତୁ...ଅନ୍ତର୍ଜାତୀୟ ଚା' ଦିବସରେ ନିଶ୍ଚୟ ପିଅନ୍ତୁ ଏହି ୫ ଚା', କମିବ ମୋଟାପଣ...

ଗବେଷଣାର ଫଳାଫଳ-

.ରିସର୍ଜର ଫଳାଫଳରୁ ଏହା ମିଳିଛି କି, ଧ୍ୟାନ କରୁଥିବା ଲୋକଙ୍କ ମସ୍ତିସ୍କ ତାଙ୍କ ଅସଲ ବୟସଠୁ ହାରାହାରି ୫.୯ ବର୍ଷ ଛୋଟ

.ଲୋକଙ୍କର ନିଦ ଗୁଣବତ୍ତା ଭଲ ହୋଇଥାଏ, ଯେଉଁଥିରେ ମସ୍ତିଷ୍କ ସୁସ୍ଥ ରହିବାରେ ସହାୟକ ହୋଇଥାଏ ।

. ଲୋକଙ୍କ ମୋମୋରୀ ଦ୍ରୁତ ହୋଇଥାଏ । ଭାବିବାର କ୍ଷମତା ଏବଂ ଧ୍ୟାନ ଶକ୍ତି ବଢିଥାଏ ।

.ଧ୍ୟାନ କରୁଥିବା ମାନସିକ ଚାପରୁ ଦୂରରେ ରହିଥାନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.