କବାଟବନ୍ଧ,୧୬/୫: ଜେନାପୁର ଥାନା ଅନ୍ତର୍ଗତ ଏନ୍ଜିର ପଂଚାୟତ ବୁରୁସାହି ଗ୍ରାମରେ ବଜ୍ରାଘାତରେ ଦୁଇ ଜଣ ନାବାଳକଙ୍କର ମୃତ୍ୟୁ ଘଟିଛି। ମୃତକ ଏହି ଗ୍ରାମର ପାଣ୍ଡେ ଚାତରଙ୍କ ପୁଅ ଟୁକୁଲ ଚାତର(୧୨) ଓ ଅର୍ଜୁନ ହେମ୍ରମଙ୍କ ପୁଅ ତରୁ ହେମ୍ବ୍ରମ (୧୨)l ଆଜି ଅପରାହ୍ନରେ ପ୍ରବଳ ବେଗରେ ବର୍ଷା ଓ ବିଜୁଳି ହୋଇଥିଲା। ଏହି ସମୟରେ ଟୁକୁଲ ଓ ତରୁ ଘର ବାହାରେ ବସିଥିଲେl ଏହି ସମୟରେ ବଜ୍ରାଘାତ ଘଟିବାରୁ ଉଭୟଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲାl

ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ଯୋଗ ଦେବେ ମୋଦି !...