ସମ୍ବଲପୁର,୧୧/୧୦ : ମହାନଦୀରେ ବୁଡ଼ି ୨ ନାବାଳକ ନିଖୋଜ । ନିଖୋଜ ଦୁଇ ନାବାଳକ ତିଓ୍ବାରିଗଳି ଅଞ୍ଚଳର ବୋଲି ଜଣାପଡ଼ିଛି । ମହାନଦୀରେ ଗାଧଉଥିଲେ ୩ଜଣ ସାଙ୍ଗ । ଏହା ମଧ୍ୟରେ ୨ଜଣ ନିଖୋଜ ହୋଇଯାଇଛନ୍ତି । 

ପରିବାର ଲୋକେ ଏବଂ ଗ୍ରାମବାସୀ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବରଦେଇଥିଲେ  । ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।