କେନ୍ଦୁଝର ,୬/୧୨ :  କେନ୍ଦୁଝରରେ ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ ସହ ୧୦ହଜାର ଜରିମାନା । ଗତ ନଭେମ୍ବର ୨୦୨୩ରେ ଘଟଗାଁ ଥାନା ଅଞ୍ଚଳରେ ଜଣେ ୫ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଇଶ୍ଵର ନାଏକ। 

୧୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଦଣ୍ଡାଦେଶ ଦେଇଛନ୍ତି କେନ୍ଦୁଝର ଫାଷ୍ଟ ଟ୍ରାକ କୋର୍ଟ । ଏହାସହ ୪ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ  ନିର୍ଦ୍ଦେଶ ଦେଇଛନ୍ତି ।