ନିଆଳି, ୧୩।୧୧ : ଦେବୀ ନଦୀରେ ଭାସି ୩ ନିଖୋଜ। ନଦୀରେ ଗାଧୋଉଥିବା ବେଳେ ଭାସିଯାଇଥିବା ସନ୍ଦେହ। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ନିଖୋଜ ୩ ଜଣଙ୍କ ପରିଚୟ ମିଳିନି।