ଭୁବନେଶ୍ବର, ୩୧।୧ : ୩ ବରିଷ୍ଠ ଆଇଏଏସଙ୍କୁ ଏସିଏସ ପାହ୍ୟା। ଶାଶ୍ବତ ମିଶ୍ର ହେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ। ସେହିପରି ବିଶାଳ ଦେବ ଓ ଉଷା ପାଢୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ଆଇଏଏସ ବୀର ବିକ୍ରମ ଯାଦବଙ୍କୁ ମଧ୍ୟ ପଦୋନ୍ନତି ମିଳିଛି ।
ଆହୁରି ପଢନ୍ତୁ : ବେଲଘର ହାତୀ ମୃତ୍ୟୁ ଘଟଣା : ଏସିଏଫଓ ସୂର୍ଯ୍ୟକାନ୍ତ ବେହେରା ନିଲମ୍ୱିତ