ଭୁବନେଶ୍ଵର, ୨/୧୨ : ରାଜ୍ୟରେ ୫୧ଟି ଡିଭିଜନରେ ଅଛି ୫୧ଟି ଇକୋ ଟୁରିଜିମ୍। ମାତ୍ର ୧୦ଟି ଇକୋ ଟୁରିଜିମ୍‌କୁ ଛାଡ଼ିଦେଲେ ବାକି ସବୁ କ୍ଷତିରେ ଚାଲିଛି। ଗୃହରେ ଜଙ୍ଗଲ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି।