ବଲାଙ୍ଗୀର, ୧୪।୧୨ : ବଲାଙ୍ଗୀର ପଥରଚେପାରେ ଗୋଷ୍ଠୀ ସଂର୍ଘଷ। ପୂର୍ବଶତ୍ରୁତାରୁ ଦୁଇ ଗୋଷ୍ଠୀ ମଧ୍ୟରେ ମରଣାନ୍ତକ  ଆକ୍ରମଣ। ଟାଙ୍ଗିଆ,  ଖଣ୍ଡାରେ ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ। ଏଥିରେ୫ ଜଣ ଗୁରୁତର ହୋଇଛନ୍ତି।  ସେମାନଙ୍କ ମଧ୍ୟରେ ୩ ପୁରୁଷ, ଜଣେ  ବୃନ୍ଧା ସହ ଶିଶୁ ଗୁରୁତର ହୋଇଛି। ଗୁରୁତରଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ବଲାଙ୍ଗିର ପୋଲିସ ପହଞ୍ଚି ପରିସ୍ଥିତ ଉପରେ ନଜର ରଖିଛି। କିଛି ଘରମଧ୍ୟ ପୋଡାଜଳା ହୋଇଥିବା ଅଭିଯୋଗ ହୋଇଛି।