ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ପଶୁ ସ୍ଵାସ୍ଥ୍ୟ ଶିବିର ପକ୍ଷରୁ ଦିଆଯାଇଥିଲା ଭିଟାମିନ୍ ଇଞ୍ଜେକ୍ସନ, ମରିଗଲେ ୭ ଛେଳି

Published By : Rasmita Pradhan | October 22, 2024 1:09 PM

ମାହାଙ୍ଗା, ୨୨/୧୦ : ମାହାଙ୍ଗା ବ୍ଲକ ରାହାଣିଆ ପଞ୍ଚାୟତ ମୋଗଲ ପାଟଣା ବେହୁରା ସାହିରେ ଅଘଟଣ। ପଶୁ ସ୍ଵାସ୍ଥ୍ୟ ଶିବିର ପକ୍ଷରୁ ଭିଟାମିନ୍ ଇଞ୍ଜେକ୍ସନ ଦିଆଯାଇଥିବା ୩୦ଟି ଛେଳିଙ୍କ ମଧ୍ୟରୁ ୭ଟି ମୃତ ହୋଇଥିବା ବେଳେ ୫ରୁ ଉର୍ଦ୍ଧ୍ଵ ଛେଳି ଅସୁସ୍ଥ ହୋଇଥିବା ଜଣାପଡିଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଘଟଣାସ୍ଥଳରେ ମାହାଙ୍ଗା ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ଅସୁସ୍ଥ ଛେଳିମାନଙ୍କ ଚିକିତ୍ସା ଜାରି ରଖିଥିବା ବେଳେ ମୃତ ଛେଳିମାନଙ୍କର ଶବ ବ୍ୟବଚ୍ଛେଦ କରାଯାଇ ମୃତ୍ୟୁର କାରଣ ଖୋଜୁଛି ପ୍ରାଣୀ ଚିକିତ୍ସାଳୟ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.