ଭୁବନେଶ୍ବର,୨୪।୧୧ : ଆକ୍ସନ ମୋଡରେ କମିଶନରେଟ ପୋଲିସ । ବିଭିନ୍ନ ମାମଲରେ ୪୮ ଘଣ୍ଟା ମଧ୍ୟରେ ୭୪ ଜଣ ଗିରଫ ।ଗିରଫଙ୍କ ମଧ୍ୟରେ ୨୯ ଜଣଙ୍କ ନାଁରେ ଜମିଜମା ମାମଲା  ରହିଛି । ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ୩୭ ମୋବାଇଲ  , ୩ ବାଇକ  , ୪ ସିଲିଣ୍ଡର , ୩ କ୍ୟାମେରା ଓ  ଅନ୍ୟାନ୍ୟ ସମାଗ୍ରୀ ପୋଲିସ ଜବତ କରିଛି।  ଅଭିଯୁକ୍ତଙ୍କୁ ଧରିବା ପାଇଁ  କମିଶନରେଟ ପୋଲିସ ପକ୍ଷରୁ  ସ୍ପେଶାଲ ସ୍କ୍ୱାର୍ଡ ସହ ୨୦ ଟି ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଥିଲା ।