ଜାମଗାଁ ୪/୬ : ରେଙ୍ଗାଲି ପୁଲିସ ଏନଏଚ ୪୯ ବାଦୀମାଲ ଗ୍ରାମ ପଞ୍ଚାୟତ କାଞ୍ଜିଝରଣ ଗାଁ ନିକଟରୁ ଟ୍ରକ ସହ ୮୦ କେଜି ଗଞ୍ଜେଇ ଜବତ କରିବା ସହ ଟ୍ରକ ଚାଳକକୁ ଗିରଫ କରିଛି । ଅଭିଯୁକ୍ତ ଡ୍ରାଇଭର ଜଣକ ହେଉଛନ୍ତି ମଧ୍ୟପ୍ରଦେଶ ରେବା ଜିଲ୍ଲା ବୈକୁଣ୍ଠନାଥପୁର ଥାନା ବାଡ଼ି ହଳଦୀ ଗାଁର ସୁନିଲ ତିୱାରୀ ବୋଲି ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।

ଜାକେଶ ପ୍ରଧାନ ଏବଂ ସଦାନନ୍ଦ ନାୟକଙ୍କ ଘରବାହୁଡ଼ା, କଂ...