ଭୁବନେଶ୍ବର,୧୮।୧ : ଓଡ଼ିଶା ପୋଲିସର ୯୩୩ ସବଇନ୍ସପେକ୍ଟର  ରାଙ୍କ୍‌ ପଦବୀ ପାଇଁ ବିଜ୍ଞାପନ ।  ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ବିଜ୍ଞାପନ ପ୍ରକାଶ  ପାଇଛି। ଏଥିରେ ୬୦୯ ସବ ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ ଆହ୍ବାନ କରାଯାଇଛି। ସେହିପରି  ୨୫୩ ସବ୍‌ ଇନ୍ସପେକ୍ଟର (ଆର୍ମଡ) , ୪୭ ଷ୍ଟେସନ ଅଫିସର (ଫାୟାର ସର୍ଭିସ) ପାଇଁ  ବିଜ୍ଞାପ ପ୍ରକାଶ ପାଇଛି। ସେହିପରି  ୨୪ ଆସିଷ୍ଟାଣ୍ଟ ଜେଲର ପଦବୀ ପାଇଁ ବି ଦରଖାସ୍ତ ଆହ୍ବାନ କରାଯାଇଛି।