ଭୁବନେଶ୍ୱର,୨୩/୦୭: ନକଲି ଚାଷୀଙ୍କୁ ଧରିବା ପାଇଁ ସରକାରଙ୍କ ଏକ ବଡ ଯୋଜନା କରିଛନ୍ତି । ଚଳିତ ବର୍ଷ ହେବ ଫର୍ମର e-kyc । କୃଷକମାନେ ପଞ୍ଜୀକରଣ ଆଧାର କାର୍ଡ ସହିତ ସମସ୍ତ ଡକୁମେଣ୍ଟ ପ୍ରଦାନ କରିବେ । ଏହି ସବୁ ଡକୁମେଣ୍ଟ ଅଫିସିଆଲ ସାଇଟରେ ହେବ। କିଏ ପ୍ରକୃତ ଚାଷୀ, ଆଉ କିଏ ନାକଲି ଚାଷୀ ଧାରା ପଡ଼ିବେ । ଭାଗ ଚାଷୀମାନେ ଧାନ ବିକି ପାରିବେ । ସେମାନେ ଯାହା ଜମିରେ ଚାଷ କରୁଥିବେ ସେହି ଜମି ମାଲିକ ମାନେ ଲିଖିତ ଭାବେ ଦେବେ । ଏଥିରେ ଜମି ମାଲିକମାନଙ୍କର କୌଣସି ଅସୁବିଧା ହେବ ନାହିଁ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏକ ପ୍ରେସମିଟ୍ ଜରିଆରେ କହିଛନ୍ତି ।

‘ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚ...