ପୋଲସରା,୨/୯ : ଗଞ୍ଜାମ ଜିଲ୍ଲାରେ ପୁଣି ଲଜ୍ୟା ଏହି ଲଜ୍ୟାକର ଘଟଣା ଘଟିଛି ପୋଲସରା ଥାନା ଅଞ୍ଚଳରେ ସୂଚନାଯୋଗ୍ୟ ଯେ, ନାବାଳିକା ଜଣକ ଘର ବାହାରେ ଖେଳୁଥୁବା ସମୟରେ ଜଣେ ଯୁବକ ତାକୁ ପ୍ରଲୋଭନ ଦେଖାଇ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା ନାବାଳିକାର ହାବ ଭାବ ଦେଖି ପରିବାର ପକ୍ଷରୁ ପଚରାଯାଇଥିଲା

​​​​​​​ବାପା ମା’ ପଚାରିବା ପରେ ସବୁ କଥା ବଖାଣିଥିଲା ତତକ୍ଷଣାତ ପରିବାର ପକ୍ଷରୁ ପୋଲସରା ଥାନାରେ ପହଂଚି ଲିଖିତ ଅଭିଯୋଗ କରିଥିଲେ ପୁଲିସ ଅଭିଯୋଗକାରୀଙ୍କ ଅଭିଯୋଗକୁ ଭିତ୍ତି କରି କେଶ ନଂ ୬୩୦/୨୫ରେ ମାମଲା ରୁଜୁ କରିବା ସହ ଦୁଷ୍କର୍ମକାରୀକୁ ଗିରଫ କରିଛି ପୁଲିସ ତଦନ୍ତ ଜାରି ରଖିଛି