​​​​​​​ପୁରୀ,୧୭।୯ : ପୁଣି ସମୁଦ୍ରରେ ଅଘଟଣ ରିପ୍ କରେଣ୍ଟରେ ପଡି ଗଭୀର ସମୁଦ୍ର ଭିତରକୁ ଚାଲିଗଲେ ପର୍ଯ୍ୟଟକ ଗୁରୁତର ଅବସ୍ଥାରେ ପର୍ଯ୍ୟଟକଙ୍କୁ ସମୁଦ୍ର ଭିତରୁ ଉଦ୍ଧାର କଲେ ଲାଇଫ ଗାର୍ଡ ଉଦ୍ଧାର ପର୍ଯ୍ୟଟକ ଜଣକ ହେଉଛନ୍ତି ଝାଡ଼ଖଣ୍ଡର ମୁଦାସିର୍ ଅନ୍ସାରୀ

ସମୁଦ୍ର କୂଳ ଦିଗବାରେଣି ଛକ ନିକଟ ସେକ୍ଟର ରେ ମୁଦାସିର ଗାଧୋଉଥିବା ବେଳେ ରିପ୍ କରେଣ୍ଟରେ ପଡି ସମୁଦ୍ର ଭିତରକୁ ଚାଲି ଯାଇଥିଲେ। ଲାଇଫ ଗାର୍ଡ ତାଙ୍କୁ ତୁରନ୍ତ ସମୁଦ୍ର ଭିତରୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ପର୍ଯ୍ୟଟକଙ୍କୁ ପୁରୀ ହସ୍ପିଟାଲ ରେ କରାଯାଇଛି ଭର୍ତ୍ତି କରାଯାଇଛି।