ପ୍ରମୂଖ ଖବର
  • ରାଜ୍ୟରେ ଆଉ ୮ ଶିଳ୍ପକୁ ମଞ୍ଜୁରୀ, ନିବେଶ ହେବ ୧ ଲକ୍ଷ ୫୧ ହଜାର ୨୩୯ କୋଟି ଟଙ୍କା, ଢେଙ୍କାନାଳରେ ବେଦାନ୍ତ କରିବ ପ୍ଲାଣ୍ଟ
  • ||
  • ଜୁନାଗଡ଼ରେ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ଅଟୋ ଡ୍ରାଇଭର ଗୁରୁତର
  • ||
  • ଗୁଣପୁର : ବଜ୍ରପାତରେ ୨ ମହିଳା ମୃତ
  • ||
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ସାପ କାମୁଡ଼ାରେ ଯୁବକ ଗୁରୁତର; ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି

Published By : Bijay Swain | June 16, 2025 8:41 PM

ଶଗଡ଼ଘାଟ, ୧୬/୬(ଆପ୍ର): ଟିଟିଲାଗଡ଼ ସହର ହାଟପଦା ପଡା ଜଣେ ଯୁବକଙ୍କୁ ସାପ କାମୁଡ଼ାରେ ଗୁରୁତର ଅବସ୍ଥାରେ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି  l ଯୁବକ ଜଣଙ୍କର ନାମ ବ୍ରଜ ବାରିକ ବୋଲି ଜଣାପଡିଛି। 

ସୂଚନା ମୁତାବକ ଆଖପାଖ ଅଞ୍ଚଳରେ କାହା ଘରକୁ କୌଣସି ବିଷାକ୍ତ ସାପ ଘର ଭିତରେ ପଶିଗଲେ ଉକ୍ତ ଯୁବକ ସାପକୁ ଧରି ଜଙ୍ଗଲକୁ ଛାଡି ଦେଇଥାନ୍ତି। ସେ ଦିନ ରାତି ୨୪ ଘଣ୍ଟା ଲୋକଙ୍କ ସେବାରେ ଲାଗିଥାନ୍ତି l ସେହିପରି ଗତକାଲି ରାତି ୨ ଟା ସମୟରେ ସତୀଘାଟ ଗ୍ରାମର ଜୈନିକ ଘରକୁ ଏକ ବିଷାକ୍ତ ନାଗ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେବାକୁ ନେଉଥିଲେ l ସାପକୁ ଏକ ପ୍ଲାଷ୍ଟିକ ଡବାରେ ରଖି ଥିବାରୁ ସାପଟି ହଠାତ୍ ଅଣ ନିଶ୍ୱାସୀ ହୋଇପଡିଥିଲା। ସାପ ଅଣନିଶ୍ୱାସୀ ନ ହେବା ପାଇଁ ବ୍ରଜ ପ୍ଲାଷ୍ଟିକ ଡବା ଚାରିପଟେ ଛୋଟ ଛୋଟ କଣା କରୁଥିଲେ। କିନ୍ତୁ ହଠାତ୍ ବୋତଲର ଠିପି ଖୋଲି ଯିବାରୁ ଉକ୍ତ ସାପଟି ବୋତଲ ବାହାରକୁ ଆସି ବ୍ରଜ ବାରିକଙ୍କ ଡାହାଣ ଗୋଡ଼ରେ କାମୁଡି ଦେଇଥିଲା।

ସ୍ଥାନୀୟ ଯୁବକମାନେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ l ବ୍ରଜ ବାରିକ କହିବା ଅନୁସାରେ, ମୁଁ ୧ ଶହରୁ ଉର୍ଦ୍ଧ ସାପ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଛି। ଏହାମଧ୍ୟରେ ମୋତେ ୧୩ ଥର ସାପ କାମୁଡ଼ିଛି l ସାପ କାମୁଡିବାରୁ ମୁଁ ମୋର ଡାହାଣ ହାତ ମଝୀ ଆଙ୍ଗୁଠି ମଧ୍ୟ ହରାଇ ଦେଇଛି। ଯଦି ସରକାର ମତେ ଏନେଇ ସାହାଯ୍ୟ କରନ୍ତି ତେବେ ମୁଁ ପୂର୍ବପରି ଲୋକଙ୍କ ସେବା କରନ୍ତି ବୋଲି ସେ କହିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.