କରଞ୍ଜିଆ.୨।୩  : ରରୁଆ ଥାନା ଅନ୍ତର୍ଗତ ସିଙ୍ଗିଡା ମହାଦେବ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା।  ଦୁଇ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।  ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଜଣାପଡି ନାହି।

ରରୁଆ ଥାନା ଅନ୍ତର୍ଗତ ସିଙ୍ଗିଡା ମହାଦେବ ମନ୍ଦିର ନିକଟରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣେ ଗୁରୁତର ହୋଇଥିଲା। ଗୁରୁତରଙ୍କୁ  ସ୍ଥାନୀୟ ଲୋକେ ଉଦ୍ଧାର କରି  କରଞ୍ଜିଆ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟି ଛି । ରରୁଆଁ ପୋଲିସ ପହଞ୍ଚି ଘଟଣାର  ତଦନ୍ତ ଜାରି ରଖିଛି ।