ପ୍ରମୂଖ ଖବର
  • ଜଗଦଲପୁର -ଭୁବନେଶ୍ଵର ହୀରାଖଣ୍ଡ ଏକ୍ସପ୍ରେସ ବଗି ଛିଣ୍ଡି ହେଲା ଦୁଇଖଣ୍ଡ
  • ||
  • ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସଫଳ ଅସ୍ତ୍ରୋପଚାର, ସୂଚନା ଦେଲେ ଡାକ୍ତର ରମାକାନ୍ତ ପଣ୍ଡା
  • ||
  • ଆମେରିକାର ରାଗ ଇସ୍ରାଏଲ ଉପରେ ସୁଝାଇଲା ଇରାନ୍‌, ଅନେକ ସହରକୁ ମିସାଇଲ ମାଡ଼
  • ||
  • ପହଲଗାମ ଆକ୍ରମଣରେ ଏନ୍‌ଆଇଏକୁ ସଫଳତା, ଆତଙ୍କୀଙ୍କୁ ଆଶ୍ରୟ ଦେଇଥିବା ୨ ସହଯୋଗୀ ଗିରଫ
  • ||
  • ବଲାଙ୍ଗୀର : ଜମିବାଡ଼ି ବିବାଦ ନା ଗୁଣି ଗାରେଡ଼ିରୁ ହତ୍ୟା? ଖୁଜେନ ଗାଁରେ ଗଡ଼ିଲା ମୁଣ୍ଡ
  • ||
  • ବିଜାପୁରରେ ମାଓ ହିଂସା, ପୁଲିସ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା
  • ||
  • ପୁରୀ : ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ, ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ରାସ୍ତାରୋକ
  • ||
  • ଜଗତସିଂହପୁର : ଇଟା ଫ୍ୟାକ୍ଟ୍ରି ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ଗଞ୍ଜାମ : ମଥୁରା କେଦାରେଶ୍ୱର ମନ୍ଦିରରୁ ଲୁଟ୍‌, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଗଞ୍ଜାମ : ଗାଈ ପଲ ଉପରେ ମାଡ଼ିଗଲା ଟ୍ରକ୍: ୧୨ ମୃତ, ୩ ଚିକିତ୍ସିତ
  • ||
  • ବାଲେଶ୍ୱର : ଟଳିଲା ବନ୍ୟା ସ୍ଥିତି; ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ଗାଁରେ ରହିଛି ପାଣି
  • ||
  • ବ୍ରାଜିଲରେ ମଝି ଆକାଶରେ ଜଳିଗଲା ହଟ୍ ଏୟାର ବେଲୁନ, ନିମିଷକେ ଚାଲିଗଲା ୮ ଜୀବନ, ୧୩ ଗୁରୁତର
  • ||
  • ଇରାନ୍ ଉପରେ ଆମେରିକାର ହମଲା; ୩ଟି ପରମାଣୁ ଠିକଣା ଉପରେ ଆକ୍ରମଣ
  • ||
  • ରବିବାର ହାଲୁକା ବର୍ଷା ସମ୍ଭାବନା,୧୭ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି, ୨୬ରୁ କମିପାରେ
  • ||

କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ଅକସ୍ମାତ ମୃତ୍ୟୁ

Published By : Gurupada Nath | June 22, 2025 8:52 PM

କେନ୍ଦୁଝର ସଦର,୨୨/୬ : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ପଞ୍ଚାୟତ ହଳଦିଆଗୁଣା ଗ୍ରାମର ଟୁରା ମୁଣ୍ଡା ସବୁ ଦିନ ଭଳି ଗତକାଲି ମଧ୍ଯ ସ୍ଥାନୀୟ ଏମଏସପି ସ୍ପଞ୍ଜ ଆଇରନ କାରଖାନାର ପାଇପ୍ ଲାଇନରେ ବି ସିପ୍ଟ ଶ୍ରମିକ କାମ କରିବାକୁ ଯାଇଥିଲେ । ହଠାତ  ରାତିରେ ରକ୍ତ ବାନ୍ତି ହେବା ସହ ଟୁରା ସମ୍ପୂର୍ଣ୍ଣ ଭାବେ ଅସୁସ୍ଥ ହୋଇଥିଲେ ଦୀର୍ଘ ସମୟ ପରେ କାରଖାନା କର୍ତ୍ତୃପକ୍ଷ ଟୁରାକୁ ପ୍ରଥମେ ପଦ୍ମପୁର ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ସେଠାରେ ଟୁରା ଗୁରୁତର ଥିବାରୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରିଥିଲେ।

ଚିକିତ୍ସାଧିନ ଅବସ୍ଥାରେ ରାତି ୩ଘଟିକାରେ ସମୟରେ ଟୁରାର ମୃତ୍ୟୁ ଘଟିଛି। ପରିବାର ଲୋକେ ଆଜି ସକାଳୁ ସକାଳୁ ମୃତଦେହକୁ ଆଣି ଏମଏସପି କାରଖାନାର ମୁଖ୍ୟ ଫାଟକ ନିକଟରେ ଆମ୍ବୁଲାନ୍ସରେ ଶବକୁ ରଖି ଶାନ୍ତି ପୂର୍ଣ୍ଣ ଭାବେ ଚାରି ଘଣ୍ଟା ଧରି ସହାୟତା ଦାବୀ କରିବା ପରେ କମ୍ପାନୀ କର୍ତ୍ତୃପକ୍ଷରୁ ଶବ ଦାହ ଖର୍ଚ୍ଚ ୧୦ ହଜାର, ଶବକୁ ଆଣିବା ବାବଦକୁ ୫ ହଜାର ନଗଦ ଦେବା ସହ ଏକାଦଶରେ ୧୦ ହଜାର , ଲିଗାଲ ସାର୍ଟିଫିକେଟ ଦେଲା ପରେ ୪.୩୨ ଲକ୍ଷ ଏବଂ ପରିବାର ଲୋକଙ୍କୁ ଚାକିରି ଦେବା ପ୍ରତିଶ୍ରୁତି ପରେ ଶବ ଦାହ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.