ଭୁବନେଶ୍ବର,୬।୧୧ : ବେପରୁଆ ଗାଡ଼ି ଚାଲାଣ କରୁଥିବା ମୋ ବସ ଡ୍ରାଇଭରଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଗାଡ଼ିରେ ଲାଗିବ ସ୍ପିଡ୍ ଗଭର୍ଣ୍ଣାନ୍ସ। ଗାଡ଼ିର ବେଗ ରହିବ ୪୦ କି.ମି । ଗାଡ଼ିରେ ଚଢ଼ିବା ପୂର୍ବରୁ ଡ୍ରାଇଭରର ମଦ ପିଇଛନ୍ତି କି ନାହିଁ ତାହା ଯାଞ୍ଚ କରାଯିବ। ବେପରୁଆ ଗାଡ଼ି ଚାଲାଇଲେ ଡ୍ରାଇଭର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

‘ମୁଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡ଼ରେ ନାହିଁ’: ଉମ...