ପ୍ରମୂଖ ଖବର
  • ଜେଲ୍‌ରୁ ଫେରି ପୀଡିତାଙ୍କୁ ଅପହରଣ କରି ହତ୍ୟା କଲା ଅଭିଯୁକ୍ତ: ଏଆଇ କ୍ୟାମେରାରେ କଏଦ ହେଲା ଦୃଶ୍ୟ, ୨ ଗିରଫ
  • ||
  • ସୁନ୍ଦରଗଡ଼ : ହଜିଗଲା ମାନବିକତା: ୮ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ ଲୋକେ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୭ ମାଓବାଦୀ ନିପାତ
  • ||
  • ମାଲକାନଗିରି ମୋଟୁରେ NIA ରେଡ୍, ମାଓ ଲିଙ୍କ ସନ୍ଦେହରେ ତନାଘନା
  • ||
  • ଆନନ୍ଦପୁର : ବିଲରେ ଚାଷ କାମ ତଦାରଖ ବେଳେ କାମୁଡ଼ିଲା ସାପ, ଚାଷୀ ମୃତ
  • ||
  • ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ: ଗାଡି ସାଇଡ୍‌ ମରାକୁ ନେଇ ମାରପିଟ,୫ ଅଟକ
  • ||
  • କୋରାପୁଟରେ ଅପରେସନ ଗ୍ରୀନ୍‌ କ୍ଲିନ୍‌, ୫୧ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ
  • ||
  • କରଞ୍ଜିଆ : ଟ୍ରାକ୍ଟର ସହ ଧକ୍କା ହେଲା ପିଆଜ ବୋଝେଇ ଟ୍ରକ୍: ଜଣେ ମୃତ, ୨ ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ, ୨ ଦିନରେ ୨୦ କୋଟିର ଗଞ୍ଜେଇ ଗଛ ନଷ୍ଟ
  • ||
  • ଦୈତନଗରୀରେ ଗଡିବ ୩୦ ଇଆର୍‌ଏସ୍‌ଏସ୍‌ ଯାନ, ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଣାଇ : ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟେରା ଫେରାର
  • ||
  • ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ଆସି ହତ୍ୟା କଲେ ଦୁର୍ବୃତ୍ତ
  • ||
  • କୁହୁଡିର ଚାଦର ତଳେ ପାଟଣା, ଯାନବାହନ ଚଳାଚଳରେ ସମସ୍ୟା
  • ||
  • ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ଦିନକରେ ୫ ଡିଗ୍ରୀ ଖସିଲା ପାରଦ: ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା
  • ||

ଦିଲ୍ଲୀ ବାୟୁପ୍ରଦୂଷଣରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି, ନ୍ୟୁନତମ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିବା ଅନୁମାନ

Published By : Anindita | November 20, 2024 9:23 AM

ନୂଆଦିଲ୍ଲୀ,୨୦/୧୧: ଦିଲ୍ଲୀରେ ଗତ କିଛି ଦିନ ଧରି ଜାରି ରହିଥିବା ବାୟୁପ୍ରଦୂଷଣରୁ ମିଳିଛି ସାମନ୍ୟ ଆଶ୍ବସ୍ତି । ତଳରୁ ଖସିଛି ଏକ୍ୟୁଆଇ ସ୍ତର । କ୍ରୁତିମ ବର୍ଷା ଓ ପବନ ଯୋଗୁଁ ପ୍ରଦୂଷମ ସ୍ତର ସାମାନ୍ୟ କମିଥିବା ଜଣାପଡିଛି  । ହେଲେ ଏବେବି ଟଲିନି ବିପଦ । ତାପମାତ୍ରାରେ ହ୍ରାସ ଲୋକଙ୍କର ଅସୁବିଧାକୁ ବଢାଇଦେଇଛି । ଆଗାମୀ ଦୁଇ ଦିନରେ ନ୍ୟୁନତମ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିବାର ଅନୁମାନ କରାଯାଉଛି ।

ତେବେ ଗତ କିଛି ଦିନ ହେବ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଲୋକଙ୍କୁ  କଲବଲ କରୁଛି । ଦିଲ୍ଲୀ ଏନସିଆରେ ବିଳମ୍ବିତ ରାତି ଏବଂ ସକାଳର ସମୟ ଘନ କୁହୁଡି ଦେଖିବାକୁ ମିଳିଛି । କୁହୁଡି କାରଣରୁ ସକାଳର ସମୟ ଦିଲ୍ଲୀ ଏନସିଆରରେ ଦୃଶ୍ୟମାନତା ବହୁତ କମ ଜାରି କରାଯାଇଛି । ଦିଲ୍ଲୀରେ ବୁଧବାର ଦିନ ସକାଳର ସମୟ ମଧ୍ୟ ଏକ୍ୟୁଆଇ ବହୁତ ଖରାପ ବୋଲି କୁହାଯାଉଛି । ଦ୍ୱାରକା ଏବଂ ଉତ୍ତମ ନଗରରେ ୩୮୮, ଜନକପୁରୀରେ ୩୮୪, ସୁଖଦେବ ବିହାରରେ ୩୮୧, ଅଲିପୁରରେ ଏକ୍ୟୁଆଇ ୩୭୯,ଶାଲିମାର ବାଗରେ ୩୭୭, ରୋହିଣୀରେ ୩୮୨, ମଡେଲ ଟାଉନରେ ୩୭୭ ରେକର୍ଡ କରାଯାଇଛି। ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ୩୦୦ ଉପରୁ ଅଧିକ ମାପକରାଯାଇଛି । ସେହିପରି ଆଜି  ଘନ କୁହୁଡ଼ି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୨୫ଏବଂ ୧୨ଡିଗ୍ରୀ ସେଲସିୟସ ହେବାର ସମ୍ଭାବନା ଅଛି । 


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.