ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ବାପା ହିଁ ରହିବେ CM ଫେସ୍ : ନିଶାନ୍ତ କୁମାର

Published By : Prameya | April 15, 2025 5:34 PM

ପାଟଣା,୧୫/୪ :  ବିହାର ନିର୍ବାଚନକୁ ନେଇ ରାଜନୀତି ଜୋର ଧରିଛି  । ଆଜି ଏହାକୁ ନେଇ ଦିଲ୍ଲୀରେ ମାନସ ମନ୍ଥନ ହୋଇଛି । ଆରଜେଡି ନେତା ତେଜସ୍ବୀ ଯାଦବ ଆଜି ଦିଲ୍ଲୀରେ ପହଞ୍ଚିଥିଲେ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀଙ୍କ ସମେତ କେତକ ନେତାଙ୍କ ସହ କଥା ହୋଇଥିଲେ । ଏହି ସମୟରେ ମହାଗଠବନ୍ଧନରେ ମୁଖ୍ୟମନ୍ତ୍ରୀଙ୍କ ଚେହେରା କିଏ ହେବେ ଏହା ଉପରେ ବି ମନ୍ଥନ ହୋଇଛି । ଏପଟେ ପାଟଣାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ ବି ବାପାଙ୍କ ନେତୃତ୍ବରେ ନିର୍ବାଚନ ଲଢିବାକୁ ଅନୁରୋଧ କରିଛନ୍ତି ।

ସିଏମ ନୀତିଶ କୁମାରଙ୍କ ପୁଅ ନିଶାନ୍ତ ଗଣମାଧ୍ୟମ ସହ କଥା ହେବା ସମୟରେ କହିଛନ୍ତି କି, ବାପାଙ୍କ ନେତୃତ୍ବରେ ନିର୍ବାଚନ ଲଢନ୍ତୁ ଏବଂ ଆମ ସରକାର ଗଢନ୍ତୁ । ଅମିତ ଶାହ ଅଙ୍କଲ ବିହାର ଆସିଥିଲେ ସେ ବି କହିଛନ୍ତି ବାପା ହିଁ ମୁଖ୍ୟମନ୍ତ୍ରୀ ଚେହେରା ରହିବେ । ପୁଣି ସମ୍ରାଟ ଚୌଧୁରୀ ବି କହିଛନ୍ତି କି ନୀତିଶ କୁମାର ୧୫-୧୫ବର୍ଷରୁ ଆମ ସାଥିରେ ଅଛନ୍ତି ।

ରାଜନୀତିରେ ଏଣ୍ଟ୍ରିର ପ୍ରଶ୍ନରେ ନିଶାନ୍ତ କହିଛନ୍ତି କି ଆମେ ଆପଣମାନଙ୍କୁ ନିବେଦନ କରୁଛୁ କି ଏନଡିଏର ସରକାର ଗଢନ୍ତୁ ବାପାଙ୍କ ନେତୃତ୍ବରେ ସରକାର କରନ୍ତୁ । ତେଜସ୍ବୀ ଯାଦବଙ୍କ ଦ୍ବାରା ଏହି ଅଭିଯୋଗ ଲଗାଯାଇଛି କି ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି ଏହା ଉପରେ ନିଶାନ୍ତ କୁମାର କହିଛନ୍ତି କି ବାପା ସମ୍ପୂର୍ଣ୍ଣ ଭାବେ ଠିକ୍ ଅଛନ୍ତି ।

ଏନଡିଏ ଦ୍ବାରା ବାରମ୍ବାର ଏହି ନାରା ଲଗାଯାଉଛି କି ଏନଡିଏମ ଏଥର ୨୨୫ସିଟ୍ ଜତିବ । ଏହା ଉପରେ ନିଶାନ୍ତ କୁମାର କହିଛନ୍ତି କି ବିହାରର ଜନତାଙ୍କ ଅପିଲ୍ କରୁଛି କି ୨୦୧୦ରେ ଯେତିକି ସିଟ୍ ଏନଡିଏ ଜିତିଥିଲା, ଏହାଠାରୁ ଅଧକ ସିଟ୍ ଆମେ ଜିତାଇବୁ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.