ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଚିନିକଳ ପୁନଃ ଚାଲୁ ଘୋଷଣା ଆମର ନିରନ୍ତର ଦାବିର ଫଳ: କିଷାନ ସଂଘ

Published By : Suraj Kumar | June 22, 2025 9:54 PM

ସଇଁତଳା, ୨୨।୬ (ଆପ୍ର): ସଇଁତଳା ସ୍ଥିତ କଲ୍ୟାଣ ମଣ୍ଡପରେ ଭାରତୀୟ କିଷାନ ସଂଘର ବ୍ଲକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ କିସାନ ସଂଘ ରାଜ୍ୟ ସମ୍ପାଦକ ମୋହନ ଚରଣ ନାଏକ ମୁଖ୍ୟ ଅତିଥି, ଜିଲ୍ଲା ସଭାପତି ଡ଼ା. ଶଶିଭୂଷଣ ସାହୁ, ଜିଲ୍ଲା ସମ୍ପାଦକ ଚନ୍ଦ୍ରଭାନୁ ପଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।  ଭାରତୀୟ କିସାନ ସଂଘର ବାରମ୍ବାର ଦାବି ଫଳରେ ଦେଓଗାଁ ଚିନି କଳ ପୁନଃ ଚାଲୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଲେ ବୋଲି ଅତିଥିଗଣ ମତ ଦେଇଥିଲେ ।

ଏହି ଅବସରରେ ନୂତନ ଭାବେ ବ୍ଲକ କମିଟି ଗଠନ କରାଯାଇଥିଲା । ଏଥିରେ ସୁଧୀର ପଣ୍ଡା ବ୍ଲକ ସଭାପତି, ବିଦୁର କରନ, ନିଧି ରଣା ଉପସଭାପତି, ତ୍ରିଲକ୍ଷ ସାହୁ ସମ୍ପାଦକ, ସନ୍ତୋଷ କୁମାର ଭୋଇ ସହ ସମ୍ପାଦକ, ତୁଳସି ପ୍ରସାଦ ସାହୁ କୋଷାଧକ୍ଷ, ସଞ୍ଜୟ ମଲ୍ଲିକ ଯୁବା ପ୍ରମୁଖ, ଭାବଗ୍ରାହୀ ମେଶ୍ୱା ଜୈବିକ ପ୍ରମୁଖ ମନୋନୀତ ହୋଇଥିଲେ । ସଦସ୍ୟ ଭାବେ ରାମେଶ୍ବର ସାହୁ, ଉମେଶ ଭୋଇ, ରଞ୍ଜିତ ସିଂ ବାବୁ, ତପିମଣି ସାହୁ, ଜଳନ୍ଧର ଦାସ, ଭୂପେନ୍ଦ୍ର ବାଗ, ଗିରିଧାରୀ ସାହୁ, ରତ୍ନା ସୁନା, ଦିଲ୍ଲୀପ ରଣା, ଗୌର ବୁଡ଼େକ, ଲବ ପଧାନ, ରଞ୍ଜନ ମହାକୁର, ପ୍ରଶାନ୍ତ ମେହେର, କୈଳାସ ବନଛୋରଙ୍କୁ ମନୋନୀତ କରାଯାଇଥିଲା । ଶେଷରେ ତୁଳସୀ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.