କେନ୍ଦ୍ରପଡ଼ା ୨୫/୧୧: ଭିଜିଲାନ୍ସ ପଞ୍ଝାରେ ଏଆର୍‌ଆଇ । ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ନିକିରାଇ ରାଜସ୍ଵ ସର୍କଲ ଏଆରଆଇ ଅଭିମନ୍ୟୁ ବେହେରା । ଜମିର କିସମ ପରିବର୍ତ୍ତନ ପାଇଁ ଜମି ମାଲିକଙ୍କ ଠାରୁ ନେଉଥିଲେ ୧୨ ହଜାର ଟଙ୍କା। ଭିଜିଲାନ୍ସ ଟିମ୍ ତାଙ୍କ ଠାରୁ ଟଙ୍କା ଜବତ କରିଛି । ଅଭିମନ୍ୟୁ ବେହେରାଙ୍କ ପୈତୃକ ଘର ଆଳି, ବାସଭବନ ଗରାପୁର ଓ ଅଫିସ୍‌ ଏକକାଳୀନ ଭିଜିଲାନ୍ସ ରେଡ୍ ଚାଲିଛି ।

​​​​​​​