ଭୁବନେଶ୍ୱର,୧୧।୧୧ : ମହର୍ଷି କଲେଜରେ ଛାତ୍ର ଅଶାନ୍ତି। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଗଣ୍ଡଗୋଳରତ ୨ ଛାତ୍ର ଗୋଷ୍ଠୀଙ୍କୁ ବୁଝାସୁଝା କରିବାକୁ ଆସି ସହକାରୀ ଲାଇବ୍ରେରିଆନଙ୍କ ଫାଟିଲା ମୁଣ୍ଡ । ସହକାରୀ ଲାଇବ୍ରେରିଆନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ସହିଦନଗର ପୋଲିସ ପହଞ୍ଚି ତଦନ୍ତ କରୁଛି।