ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଫାଙ୍କା ଗୁଳି ଚଳାଇ ଡକାୟତି ଉଦ୍ୟମ, ଧରାପଡ଼ିଯିବାରୁ ଯୋଜନା ପଣ୍ଡ

Published By : Swapna Ray | October 6, 2024 9:47 AM

ରାଇରଙ୍ଗପୁର, ୬।୧୦: ଫାଙ୍କା ଗୁଳି ଚଳାଇ ଡକାୟତି ପାଇଁ ଉଦ୍ୟମ କରୁଥିଲେ । ହେଲେ ଧରାପଡ଼ିଯିବା ପରେ ସବୁ ଯୋଜନା ପଣ୍ଡ ହେଲା । ଏଭଳି ଘଟଣା ଘଟିଛି ବାଦାମପାହାଡ଼ ଥାନା ଧାଙ୍ଗିଡ଼ି ମୁତା ଗ୍ରାମରେ । ଶନିବାର ବିଳମ୍ବିତ ରାତିରେ ଫାଙ୍କା ଗୁଳି ଚାଳନା କରିଥିଲେ ଦୁର୍ବୃତ୍ତ । ଗାଁରେ ଡକାୟତି ପାଇଁ ଉଦ୍ୟମ କରିଥିଲେ । ଏହି ଡକାୟତି ଗ୍ୟାଙ୍ଗ୍ ଭିତରୁ ଦୁଇ ଜଣଙ୍କୁ ଗ୍ରାମବାସୀ କାବୁ କରିନେବାରୁ ସମସ୍ତ ଯୋଜନା ବିଫଳ ହୋଇଥିଲା । ଧରାପଡ଼ିବା ପରେ ଗ୍ରାମବାସୀ ଉଭୟଙ୍କୁ ନେଇ ପୋଲିସକୁ ଜିମା ଦେଇଛନ୍ତି । ଉଭୟଙ୍କଠାରୁ ଗୋଟିଏ ବାଇକ ଜବତ ହୋଇଥିବା ବେଳେ ସାଙ୍ଗରେ ଥିବା ଅନ୍ୟ ତିନିଜଣ ଘଟଣାସ୍ଥଳରୁ ଏକ ବାଇକରେ ଖସି ଯିବାକୁ ସଫଳ ହୋଇଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.