ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବାଲିଯାତ୍ରା ପଡ଼ିଆରେ ବୈଶାଖୀ ଵାଣିଜ୍ୟ ମେଳା ଆରମ୍ଭ

Published By : Suraj Kumar | March 27, 2025 10:28 PM

କଟକ,୨୭।୩ : କଟକ ଉପର ବାଲିଯାତ୍ରା ପଡ଼ିଆରେ ଗୁରୁବାର ଠାରୁ ଆରମ୍ଭ ହୋଇଛି ୨୧ତମ ଵୈଶାଖୀ ଵାଣିଜ୍ୟ ମେଳା। ବରିଷ୍ଠ କ୍ରୀଡା ସଙ୍ଗଠକ ଆଶୀର୍ବାଦ ବେହେରା ଏହି ମେଳାକୁ ଉଦଘାଟନ କରିଛନ୍ତି।

ସାଧବ ପୁଅମାନେ ଦରିଆପାରି ଵଣିଜ କରିଵା ପାଇଁ ଗଡଗଡିଆ ଘାଟରୁ ନୌଯାତ୍ରାରେ ବାହାରୁଥିଲେ।  ଏହି ଅଵସରକୁ ବାଲିଯାତ୍ରା ଭାବେ ପାଳନ କରାଯାଉଛି। ଵିଦେଶରୁ ଫେରି ଵିଦେଶରୁ ନଦୀ ପଠାରେ ଆଣିଥିବା ଜିନିଷର ଵ୍ୟଵସାୟ କରିବାକୁ ବୈଶାଖୀ ମେଳା ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଵୈଶାଖୀ ମେଳାରେ ୬୫୦ଟି ଷ୍ଟଲ ସ୍ଥାନ ପାଇଛି।ଏଥି ମଧ୍ୟରେ ୧୦ଟି ଦେଶର ୧୧୦ଟି ଷ୍ଟଲ ରହିଛି। ବିଶେଷ କରି ଆଫଗାନିସ୍ଥାନର ଡ୍ରାଏ ଫ୍ରୁଟ ଷ୍ଟଲ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.