ପ୍ରମୂଖ ଖବର
  • ଝାରସୁଗୁଡ଼ା ଜିଲ୍ଲା କାଲି ବାହାଲ ଗ୍ରାମରେ ବଜ୍ରପାତରେ ୨ ମୃତ
  • ||
  • ଭୁବନେଶ୍ୱର ବାଇ ପାସ୍‌କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ନିର୍ମାଣ ହେବ ୬ ଲେନ୍ ରିଙ୍ଗ ରୋଡ୍
  • ||
  • ଏସିଆ କପ୍‌ ପାଇଁ ଟିମ୍‌ ଘୋଷଣା କଲା ବିସିସିଆଇ,ସ୍ବର୍ଯ୍ୟକୁମାରଙ୍କ ନେତୃତ୍ବରେ ଟୁର୍ଣ୍ଣାମେଣ୍ଟକୁ ଓହ୍ଲାଇବ ଭାରତ
  • ||
  • ଧାନ ତଳି ରୋଇବାକୁ ଯିବା ବେଳେ ଦୁର୍ଘଟଣା: ବାଇକ୍‌ରୁ ଖସିପଡିଲେ ଚାଷୀ, ଚାଲିଗଲା ଜୀବନ
  • ||
  • ଦୁର୍ନୀତିଖୋର ବାବୁଙ୍କ ଉପରେ ଭାରି ପଡ଼ୁଛି ଭିଜିଲାନ୍ସ; ବନ୍ଧା ହେଲେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା
  • ||
  • ଶିଶୁ ବାଟିକା ପିଲାଙ୍କୁ ମିଳିବ ୟୁନିଫର୍ମ, ୩ ଲକ୍ଷ ୧୦ ହଜାର ୮୩୯ ପିଲାଙ୍କୁ ବଣ୍ଟନ ହେବ
  • ||
  • ଉପରାଷ୍ଟ୍ରପତି ନିର୍ବାଚନରେ ଦକ୍ଷିଣ ଭାରତ ଲଢ଼େଇ, ବି. ସୁଦର୍ଶନ ରେଡ୍ଡୀ ହେଲେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ
  • ||
  • ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ଅଭିଯୋଗ; ଅଭିଯୁକ୍ତକୁ ଆନ୍ଧ୍ରରୁ ଉଠାଇଆଣିଲା ନରସିଂହପୁର ପୁଲିସ
  • ||
  • 'ଥ୍ରୀ ଇଡିଅଟ୍‌' ଫିଲ୍ମ ପ୍ରଫେସର ଅଚ୍ୟୁତ ପୋତଦାରଙ୍କ ଦେହାନ୍ତ
  • ||
  • ଯାଜପୁର : ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: ଆଜି ମହାପ୍ରଭୁଙ୍କ କାଳୀୟଦଳନ ବେଶ ନୀତି
  • ||
  • ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ, କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ
  • ||
  • ଅବପାତ ପ୍ରଭାବ; ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୨୦ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
  • ||
  • ସମ୍ବଲପୁର ଧନୁପାଲିରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଏମ୍‌ଡି ସାମଦ ବାମ ଗୋଡ଼ ବାଜିଲା ଗୁଳି
  • ||

ମହିଳା ଓ୍ବାନଡେ ବିଶ୍ବକପ ୨୦୨୫ଲାଗି ଭାରତୀୟ ଦଳ ଘୋଷଣା, ତୁଫାନୀ ଓପନରଙ୍କୁ ମିଳିଲାନି ସ୍ଥାନ

Published By : Gurupada Nath | August 19, 2025 8:56 PM

ନୂଆଦିଲ୍ଲୀ,୧୯/୮ : ଭାରତୀୟ କ୍ରିକେଟ କେଣ୍ଟେ୍ରାଲ ବୋର୍ଡ଼ ମହିଳା ଓ୍ବାନଡେ ବିଶ୍ବକପ ୨୦୨୫ଲାଗି ଭାରତୀୟ ସ୍କ୍ବାଡ଼ ଘୋଷଣା କରିଛି । ଟୁର୍ଣ୍ଣାମେଣ୍ଟର ଆୟୋଜନ ଭାରତ ଏବଂ ଶ୍ରୀଲଙ୍କା ମିଶିକି କରିବେ । ବିଶ୍ବକପ୍ ଲାଗି ଅଧିନାୟକତ୍ବ ହରମନପ୍ରୀତ କୌରଙ୍କ ହାତରେ ରହିବ । ସ୍କ୍ବାଡ଼ରେ ତୁଫାନୀ ଓପନର ଶେଫାଳୀ ବର୍ମାଙ୍କୁ ସ୍ଥାନ ମିଳିପାରିନଥିବାବେଳେ ରେଣୁକା ସିଂହ ଠାକୁର ଫେରିଛନ୍ତି । ପ୍ରକାଶ ଯେ, ବିଶ୍ବକପରେ ଭାରତ ନିଜ ଅଭିଯାନର ଆରମ୍ଭ ୩୦ସେପ୍ଟେମ୍ବରରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବାରେ ଅଛି । 

ମହିଳା ଓ୍ବାନଡେ ବିଶ୍ବକପ ଲାଗି ଭାରତୀୟ ସ୍କ୍ବାଡ : ହରମନପ୍ରୀତ କୌର(ଅଧିନାୟକ), ସ୍ମୃତି ମଧାନା(ଉପଅଧିନାୟକ), ପ୍ରତିକା ରାଓ୍ବଲ, ହରଲୀନ ଦେଓ୍ବଲ, ଦିପ୍ତୀ ଶର୍ମା, ଜେମିମା ରେଡ୍ରିଗ୍ସ,ରେଣୁକା ସିଂହ ଠାକୁର, ଅରୁନ୍ଧତି ରେଡ୍ଡୀ, ଋଚା ଘୋଷ(ଓ୍ବିକେଟକିପର), କ୍ରାନ୍ତି ଗୌଡ଼, ସୟାଲୀ ସତଘରେ, ରାଧା ଯାଦବ, ଶ୍ରୀ ଚରଣୀ, ୟାସ୍ତିକା ଭାଟିୟା (ଓ୍ବିକେଟକିପର), ସ୍ନେହ ରାଣା । 

ମହିଳା ଓ୍ବାନଡେ ବିଶ୍ବକପ ୨୦୨୫ର ଆୟୋଜନ ଭାରତ ଏବଂ ଶ୍ରୀଲଙ୍କା ମିଶିକି କରିବେ । ଏହି ଟୁର୍ଣ୍ଣାମେଣ୍ଟ ୩୦ସେପ୍ଟେମ୍ବରରୁ ୨ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ଟୁର୍ଣ୍ଣାମେଣ୍ଟରେ ପ୍ରାୟ ୮ଟିମ୍ ଭାଗ ନେବେ, ଯାହା ରାଉଣ୍ଡ- ରବିନ ଫର୍ମାଟରେ ଖେଳାଯିବ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.