ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ବଣାଇ ବନ ବିଭାଗର ଅତର୍କିତ ଚଢାଉ; ୫ ଶିକାରୀ ଗିରଫ ସହ ଅସ୍ତ୍ରଶସ୍ତ୍ର ଜବତ

Published By : Manash Sahoo | May 30, 2025 4:59 PM

ବଣାଇ, ୩୦/୦୫: ସୁନ୍ଦରଗଡ ଜିଲ୍ଲା ବଣାଇ ବନଖଣ୍ଡରେ ବନ ବିଭାଗର ଚଢ଼ାଉ । କୁଳିପୋଷ ରେଞ୍ଜ୍ ଅନ୍ତର୍ଗଚ ଖଟିଆ ଭାଙ୍ଗଳି, ସିହିଡ଼ିଆ ଓ ପୁରୁଣାପାଣି ଗାଁରେ ରେଡ୍ ମାରିଛି ବନ ବିଭାଗ । ଚଢ଼ାଉ ବେଳେ ୫ଜଣ ଶିକାରୀଙ୍କୁ ଗିରଫ । ସେମାନଙ୍କ ନିକଟରୁ ୭ଟି ବନ୍ଧୁତ, ଗୋଧି ଚମଡ଼ା, ହରିଣ ଶିଙ୍ଗ ଓ ଶିକାରରେ ବ୍ୟବହାର ହେଉଥିବା ଅସ୍ତ୍ରଶସ୍ତ୍ର, ଫାସ ଆଦି ଜବତ ହୋଇଛି । 

ବିଶେଷ ସୂତ୍ରରୁ ଖବର ପାଇ କୁଳିପୋଷ ରେଞ୍ଜ୍ ଅଧିକାରୀ ସୁଚିସ୍ମିତା ଦାସ ଓ ତାଙ୍କ ଟିମ୍ ଚଢ଼ାଉ କରିଥିଲେ । ଶୁକ୍ରବାର କୁଳିପୋଷ ରେଞ୍ଜର ଖଟିଆ ଭାଙ୍ଗଳି, ସିହିଡ଼ିଆ ଓ ପୁରୁଣାପାଣି ଗାଁରେ ଚଢ଼ାଉ ହୋଇଥିବା ନେଇ ବଣାଇ ବନ ବିଭାଗ ପକ୍ଷରୁ କୁହାଯାଇଛି ।...

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.