ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଚୀନ୍କୁ ବଡ ଝଟକା ଦେଲା ବ୍ରାଜିଲ୍, ବିଲିୟନ ଡଲାରର ନିବେଶ ଉପରେ ସାମିଲ୍ ହେବାକୁ କଲା ପ୍ରତ୍ୟାଖ୍ୟାନ...

Published By : Ladu Kishor | October 29, 2024 7:30 PM

ନୂଆଦିଲ୍ଲୀ: ଚୀନ୍‌କୁ ଏକ ବଡ଼ ଝଟକା ଦେଇଛି ବ୍ରାଜିଲ୍। ଚୀନ୍‌ର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ) ଯୋଜନାକୁ ଏକ ଝଟକା ଦେଇ ବ୍ରାଜିଲ ବେଜିଂର ବିଲିୟନ ଡଲାର ପଦକ୍ଷେପରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି। ଏହିପରି, ବ୍ରିକ୍ସ ଗ୍ରୁପରେ ଭାରତ ପରେ ଏହା ଦ୍ୱିତୀୟ ଦେଶ ହୋଇପାରିଛି, ଯାହା ଏହି ବିଶାଳ ପ୍ରକଳ୍ପକୁ ସମର୍ଥନ କରିନାହିଁ।

ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡା ସିଲଭାଙ୍କ ସ୍ବତନ୍ତ୍ର ପରାମର୍ଶଦାତା ସେଲସୋ ଏମୋରିମ୍ କହିଛନ୍ତି ଯେ, ବ୍ରାଜିଲ୍ ବିଆରଆଇରେ ସାମିଲ ହେବ ନାହିଁ, ବରଂ ଚାଇନାର ନିବେଶକଙ୍କ ସହ ଭାଗିଦାରୀ ପାଇଁ ବିକଳ୍ପ ଉପାୟ ଖୋଜିବ । ସେ ବ୍ରାଜିଲର ଖବରକାଗଜ ଓ ଗ୍ଲୋବୋକୁ କହିଛନ୍ତି ଯେ ବ୍ରାଜିଲ ଚୀନ୍ ସହ ସମ୍ବନ୍ଧକୁ ଏକ ନୂତନ ସ୍ତରକୁ ନେବା ପାଇଁ କୌଣସି ଚୁକ୍ତିନାମା ସ୍ୱାକ୍ଷର କରିନାହିଁ । ଏମୋରିମ କହିଛନ୍ତି ଯେ, ଆମେ କୌଣସି ଚୁକ୍ତିନାମା କରୁନାହୁଁ।

ହଂକଂ ଭିତ୍ତିକ ଖବରକାଗଜ 'ସାଉଥ ଚାଇନା ମର୍ନିଂ ପୋଷ୍ଟ'ର ଖବର ଅନୁଯାୟୀ ବ୍ରାଜିଲର ଏହି ନିଷ୍ପତ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନଭେମ୍ବର ୨୦ ରେ ବ୍ରାଜିଲିଆ ଗସ୍ତ ସମୟକୁ ଦୃଷ୍ଟିରେ ରଖି ହୋଇଛି । ଖବରକାଗଜ ଅନୁଯାୟୀ ବ୍ରାଜିଲର ଅର୍ଥନୀତି ଏବଂ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନେ ଏହି ଧାରଣାକୁ ବିରୋଧ କରିଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.