ଭୁବନେଶ୍ବର,୨୪/୧ : ପୁରୀ ସ୍ବର୍ଗଦ୍ବାର ନିକଟରେ ଜଳିଗଲା କାର୍ । ହୁତୁହୁତୁ ହୋଇ ଜଳିଗଲା କାର୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ଯାତ୍ରୀ । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲେ। ସଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।