ଭୁବନେଶ୍ୱର,୩୦/୦୯: ଯାଜପୁର ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗରେ ଅଭାବନୀୟ ଘଟଣା । ଜଣେ ଶିଶୁର ଇଞ୍ଜେକ୍ସନ ଆଉ ଜଣେ ଶିଶୁକୁ ଦିଆଯାଇଥିବା ଅଭିଯୋଗ । ପୁଅର କିଛି ହେଲେ ମେଡିକାଲ୍ ଦାୟ...