ତମେ ସାମାନ୍ୟ ଏ କକ୍ରୋଚ୍କ କ'ଣ ଡରୁଛ ମ !! ବିଶ୍ବାସ ହେଉନି ମତେ...
ଗାଡିରେ ତେଲ ଥିବା ଯାଏଁ ୟା'କୁ ତାକୁ ବସେଇ ଘିରି ଘିରି ହେଇ ବୁଲିଲ, ଏବେ ମତେ ବି ବୁଲାଅ...
ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ତୈଳ ସଂଙ୍କଟ
..
International Labour Day
ବାବୁ!! ମୋ ଟିପ ଚିହ୍ନ ବି ରଖିଦେଇଥା,ବାରମ୍ବାର କବର ଭିତରୁ ଆସି ହବନି ନା...
୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ଓଡ଼ିଶା ! ମ୍ୟାଲେରିଆ ମୁକ୍ତ...ଆମକୁ କ'ଣ ନକ୍ସଲ ଭାବିଛ, ଏନ୍କାଉଣ୍ଟର କରିଦବ !!
କେବେ କୁଆଡେ ବୁଲେଇ ନଉନି କହୁଥିଲ ପର,ଆଜି ଯୁଆଡେ କହିବ ସିଆଡେ ନେବି, ଚାଲ...ଛାଡ଼ିଦିଅ ପ୍ଲିଜ୍ !! ଆଉ କେବେ ବୁଲିବାକୁ ନାଁ ଧରିବିିନି...
ଦିନ ୧୧ଟାରୁ ୩ଟା ଯାଏ ଜନଗଣନା ବନ୍ଦ, ଯାହେଉ !! ଅନ୍ତତଃ ସରକାର ଆମକୁ ଖରା ମାଡ଼ରୁ ବଞ୍ଚାଇବେ...
..