ଆନନ୍ଦପୁର, ୧୭/୦୭: ପ୍ରଦେଶ କଂଗ୍ରେସ ସହିତ ବାମ ଦଳର ଓଡିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି । କଂଗ୍ରେସ ନେତା ହାଡ଼ିବନ୍ଧୁ ଖୁଣ୍ଟିଆଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଆନନ୍ଦପୁର ବ୍ରିଜ ଛକଠାରେ ଶାନ୍ତିପୂର୍ଣ୍ଣ ବନ୍ଦ କରିବା ଆରମ୍ଭ କରିଛନ୍ତି ।

ମିଥ୍ୟା ମାମଲାକୁ ଭୟ କରୁନାହୁଁ...ବିଜେପି ବିରୋଧରେ ଅ...