କଟକ, ୨୦/୫ : ହାଇଦ୍ରାବାଦରୁ ଗିରଫ ହେଲା ସାଇବର ଠକ । ସୟଦ ଇକ୍ୱବାଲ ହୁସେନକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ। ଅନଲାଇନ ଟ୍ରେଡିଙ୍ଗ ନାଁରେ ଠକିଥିଲା ୪୭ଲକ୍ଷ ୨୨ହଜାର ଟଙ୍କା । ଗିରଫ ଅଭିଯୁକ୍ତର ଏକାଧିକ ଆକାଉଣ୍ଟକୁ ଫ୍ରିଜ କରିଛି କ୍ରାଇମବ୍ରାଞ୍ଚ । କଟକ ସାଇବର ଥାନାରେ ଏ ନେଇ ଦାୟର ହୋଇଥିଲା ଠକେଇ ସମ୍ପର୍କିତ ମାମଲା।

କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ 'ଟିମ୍-୧୪୦'କୁ ତାଲ...