ସୋରଡା, ୬।୭ : ସୋରଡ଼ାରେ ରବିବାର ଏକାଦଶୀ ଓ ସୁନାବେଶ ପାଇଁ ସକାଳୁ ସ୍ଥାନୀୟ ରଥପଦାଠାରେ ରଥ ଉପରେ ଠାକୁରଙ୍କୁ ଦର୍ଶକ ପାଇଁ ସକାଳୁ ଭିଡ଼ ଆରମ୍ଭ ହୋଇଥିଲା I ସନ୍ଧ୍ୟାରେ ସୁନା ବେଶ ଦେଖିବାକୁ ସବୁ ଅଂଚଳରୁ ମହିଳାଙ୍କ ଭିଡ଼ ହୋଇଥିଲା I ରଥ ଚାରିପାର୍ଶ୍ଵରେ ଆଲୋକମାଳା ସଜେଇ ହୋଇଥିଲା ବେଳେ ଭଜନ କୀର୍ତ୍ତନ ଲାଗିରହିଥିଲା I ଅଂଚଳ ର ପ୍ରସିଦ୍ଧ ଗାୟକ ମାନେ ଭଜନ ପରିବେଷଣ କରିଥିଲେ I କମିଟି ସଦସ୍ୟ ରଜନୀ ମହାପାତ୍ର, ସଂଜୀବ ପଟନାୟକ, ଅଶୋକ ପାତ୍ର ସମେତ ବହୁ ଭକ୍ତ ପରିଚାଳନା କରିଥିଲେ I

ନେତୃତ୍ବ ବିବାଦ ମଧ୍ୟରେ ଆସିଲା ସିଦ୍ଦରମୈୟାଙ୍କ ପ୍ରତ...